ଉପାସନା-ସଞ୍ଜୟ ଦାସବର୍ମା ମୁହାଁମୁହିଁ

0

ଓଡ଼ିଆ ନ୍ୟୁଜ୍: ବ୍ରହ୍ମଗିରି କୁସୁବେଣ୍ଟି-ହରିଦାସ ମୌଜା ବିବାଦକୁ ନେଇ ତେଜିଲା ରାଜନୀତି।ମୁହାଁମୁହିଁ ହେଲେ ବିଧାୟିକା ଉପାସନା ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା।ହରିଦାସ ଗାଁ ଲୋକଙ୍କ ଉପରେ ବର୍ବର ଆକ୍ରମଣ ହୋଇଛି କହିଲେ ସଞ୍ଜୟ।୫ ଶହ ଫୋର୍ସ ନେଇ ଗାଁ ଲୋକଙ୍କୁ ଆକ୍ରମଣ ଓ ଗିରଫ କରାଯାଇଛି।

ମୋ ୩ ଦଶନ୍ଧିରେ ରାଜନୀତିରେ ବ୍ରହ୍ମଗିରିରେ ଏହା ହୋଇ ନଥିଲା- ସଞ୍ଜୟ। ବ୍ରହ୍ମଗିରି ଉନ୍ନତିମୂଳକ କାର୍ଯ୍ୟକୁ ସହ୍ୟ କରିପାରୁ ନାହାଁନ୍ତି କହିଲେ ଉପାସନା।‘ନିଜ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ସେ ଏସବୁ କାର୍ଯ୍ୟ କରୁଛନ୍ତି’। ଅପାରଗ ନେତା, ଅପାରଗ ସରକାରରେ ସେ କାର୍ଯ୍ୟ କରିପାରିଲେନି’।ଚାଷୀମାନଙ୍କର ସେହି ପ୍ରକଳ୍ପ ଆବଶ୍ୟକତା ରହିଛି- ଉପାସନା ମହାପାତ୍ର।

Leave A Reply

Your email address will not be published.