ଭାରତରେ ପାଦ ଥାପିଲା କି ତୃତୀୟ ପର୍ଯ୍ୟାୟ ?

0

ସାରା ଭାରତ 21 ଦିନିଆ ଲକ୍ ଡାଉନ୍ ଘୋଷଣା ହେବାପରେ ମଧ୍ଯ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l 31 ମର୍ଚ୍ଚ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା 1178 ଥିବାବେଳେ ମୃତକଙ୍କ ସଂଖ୍ଯା 46 ରେ ପହଁଞ୍ଚିଛି l ସେହିପରି 138 ଜଣ ସୁସ୍ଥ ହୋଇଛନ୍ତି l
ଯଦିଓ ଭାରତରେ ତୃତୀୟ ପର୍ଯ୍ୟାୟ ଛୁଇଁବାର ଆଶଙ୍କା କରାଯାଉଛି କିନ୍ତୁ ସରକାର ଏହାକୁ ଖଣ୍ଡନ କରିଛନ୍ତି l କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ କହିବାନୁସାରେ ଦେଶରେ ବ୍ୟକ୍ତି ସଂକ୍ରମଣ ଚାଲିଛି କିନ୍ତୁ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ l ବରିଷ୍ଠ ଡାକ୍ତର ଇନ୍ଦ୍ରମଣି ଜେନାଙ୍କ କହିବା ଅନୁସାରେ ଓଡ଼ିଶାରେ ତୃତୀୟ କରୋନା ଆକ୍ରାନ୍ତ ଚିହ୍ନଟ ହେଲା ପରେ ମଧ୍ୟ ରାଜ୍ୟରେ ବ୍ୟାପକ ସଂକ୍ରମଣ ହେଲାପରି ଲାଗୁନାହଁ l

Leave A Reply

Your email address will not be published.