ବିଜେବି କଲେଜ +୩ ପରୀକ୍ଷା ଫଳ ପ୍ରକାଶିତ

0

ମଙ୍ଗଳବାର ବକ୍ସି ଜଗବନ୍ଧୁ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ ପରୀକ୍ଷା ଫଳ ପ୍ରକାଶ ପାଇଛି । ସାଇକୋଲୋଜି ବିଭାଗର ପ୍ରଗତି ଗୁରୁ କଳା ବିଭାଗୀୟ ଟପ୍ପର ହେବା ସହିତ ବେଷ୍ଟ ଗ୍ରାଜୁଏଟ ମନୋନୀତ ହୋଇଛନ୍ତି । ସେହିପରି ବିଜ୍ଞାନରେ ଗୌରହରି ସାହୁ ଓ ବାଣିଜ୍ୟରେ ଶୁଭମ ଚୌଧୁରୀ ଟପ୍ପର ହୋଇଛନ୍ତି । ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ ବିଜ୍ଞାନରେ ପାଶ ହାର ସର୍ବାଧିକ ରହିଛି । ବିଜ୍ଞାନରେ ପାଶ ହାର ୯୬.୮୯ ରହିଥିବା ବେଳେ ବାଣିଜ୍ୟରେ ୯୫.୬ ଏବଂ କଳାରେ ପାଶ ହାର ୯୩.୬୮ ରହିଛି ।

Leave A Reply

Your email address will not be published.