ପୋଲିସ ଆଜି ଲକ୍ ଡାଉନ୍ ନିୟମ ଉଲଙ୍ଘନକରିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି l ପାରିବା କିଣିବାକୁ ଚାଲି ଚାଲି ଆସିବାକୁ ନିର୍ଦେଶ ଦିଆଯାଇଥିଲା କିନ୍ତୁ ଲୋକମାନେ ଏହାକୁ ଅମାନ୍ୟ କରି ଗାଡି ଧରି ଆସିଥିଲେ ଏବଂ ଭିଡ଼ ଜମାଇ ଥିଲେ l ତେଣୁ ପୋଲିସ କେତେକ ନିୟମ ଉଲଙ୍ଘନକରି ଗାଡିକୁ ଉଠାଇ ନେଇଥିବା ଜଣାଯାଇଛି l ସେପଟେ ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ କହିଛନ୍ତି ପାସ ନବୀକରଣ କରାଯିବ ନାହିଁ ପରିସ୍ଥିତି ସୁଧାରିବା ପର୍ଯ୍ୟନ୍ତ ଉକ୍ତ ପାସ କାର୍ଯ୍ୟ କରିବ l