ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

0

ଓଡ଼ିଆ ନ୍ୟୁଜ୍:ମହାଶିବରାତ୍ରିରେ ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟ ପୂର୍ବରୁ ଉଠିଲା ମହାଦୀପ।କିନ୍ତୁ ସମସ୍ତ ନୀତିକାନ୍ତି ଶ୍ରୀଘ୍ର ସମାପନ କରାଯାଇଥିବାରୁ ଏହା ରାତି ୮ଟା ୩୮ ମିନିଟରେ ଉଠିଛି। ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଥିବାରୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଦେଖାଯାଇଛି। ମହାଦୀପ ଉଠିଲା ପରେ ଭକ୍ତମାନେ ବ୍ରତ ଭାଙ୍ଗିଛନ୍ତି।

 

Leave A Reply

Your email address will not be published.