ଏୟାର୍ ଇଣ୍ଡିଆର ୧୧ ବିମାନ ବାତିଲ୍

0

ଓଡ଼ିଆ ନ୍ୟୁଜ୍: ଏୟାର୍ ଇଣ୍ଡିଆର ୧୧ଟି ବିମାନ ବାତିଲ୍।ଇଥିଓପିଆ ଜ୍ୱାଳାମୁଖୀ ପ୍ରଭାବରୁ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ।୨୪ ଓ ୨୫ ତାରିଖର ୧୧ଟି ବିମାନ ବାତିଲ୍ କଲା ଏୟାର୍ ଇଣ୍ଡିଆ।AI 106- ନ୍ୟୁଆର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ୍। AI 2204- ଦୁବାଇ-ହାଇଦ୍ରାବାଦ୍‌, AI 2290- ଦୋହା-ମୁମ୍ବାଇ ବିମାନ ବାତିଲ୍।

AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ୍।AI 2822- ଚେନ୍ନାଇ-ମୁମ୍ୱାଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ୍। AI 2444/2445- ମୁମ୍ୱାଇ-ହାଇଦ୍ରାବାଦ-ମୁମ୍ୱାଇ ବିମାନ ମଧ୍ୟ ବାତିଲ୍। AI 2471/2472- ମୁମ୍ୱାଇ-କୋଲକାତା-ମୁମ୍ୱାଇ ବିମାନ ମଧ୍ୟ ବାତିଲ୍।

Leave A Reply

Your email address will not be published.