୦୮.୦୫.୨୦୨୦(ଓଡ଼ିଆ ନ୍ୟୁଜ ବ୍ୟୁରୋ) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l ବିଭାଗ ର ସୂଚନା ମୁତାବକ ସୁସ୍ଥ ବ୍ୟକ୍ତି ଜଣକ ରାଉରକେଲା ର ବୋଲି ସୂଚନା ମିଳିଛି l ଉକ୍ତ ଆକ୍ରାନ୍ତଙ୍କ କରୋନା ପରିକ୍ଷଣ ରୁ ନେଗେଟିଭ ଆସିଛି l ଉକ୍ତ ସୁସ୍ଥ ଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ସୁସ୍ଥ ଙ୍କ ସଂଖ୍ୟା 63 କୁ ବୃଦ୍ଧି ପାଇଛି l ସେପଟେ ରାଜ୍ୟରେ କରୋନା ଜନିତ ଆକ୍ରାନ୍ତଙ୍କ ସଂଖ୍ୟା 245 ଥିବା ବେଳେ ସେଥିମଧ୍ୟରୁ 63 ଜଣ ସୁସ୍ଥ ହୋଇଛନ୍ତି ଏବଂ ଦୁଇଜଣ ଙ୍କ ମୃତ୍ୟୁ ଘଟିଛି l ସେହିପରି 180 ସକ୍ରିୟ ସଂକ୍ରମିତ ଚିକିସତ୍ିତ ହେଉଛନ୍ତି
One more Covid patient of Rourkela has recovered and tested negative for #COVID19.
The recovered cases of #Odisha now stand at 63.
— H & FW Dept Odisha (@HFWOdisha) May 8, 2020