ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଦ୍ଵାରା ଷ୍ଟେଟ ବିଜିନେସ ଆୱାର୍ଡ଼ ୨୦୨୩: ୩୦ ଜଣ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଷ୍ଟେଟ ବିଜିନେସ ଆୱାର୍ଡ଼ ପ୍ରଦାନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଷ୍ଟେଟ ବିଜିନେସ ଆୱାର୍ଡ଼ କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଏହି ନିକଟରେ ଭୁବନେଶ୍ୱରର ଏକ ପଞ୍ଚ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଅଛି।ଉକ୍ତ କାର୍ଯ୍ୟକ୍ରମକୁ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଆୟୋଜନ କରିଥିବା ବେଳେ, ମୁଖ୍ୟ କ୍ୟାପଟେନ ରାଜେନ୍ଦ୍ର ନାରାୟଣ ଶତପଥି ,ଉପ ଅଧକ୍ଷ ସେଞ୍ଚୁ ରିଆନ ୟୁନିଭର୍ସିଟୀ ସ୍କୁଲ ଅଫ ମ୍ୟାରିଟିୟିମ ଷ୍ଟଡି ,ଶ୍ରୀଯୁକ୍ତ ସୁର ରାଉତରାୟ (ମାନ୍ୟବର ବିଧାୟକ ଜଟଣୀ) ,ଶ୍ରୀମତୀ ସୁଲୋଚନା ଦାସ (ମାନ୍ୟବର ମେୟର ଭୁବନେଶ୍ୱର) ,ଶ୍ରୀଯୁକ୍ତ ପ୍ରିୟଦର୍ଶୀ ମିଶ୍ର(ପୂର୍ବତନ ବିଧାୟକ ବିଜେଡି) ,ଶ୍ରୀଯୁକ୍ତ ଆଲୋକ ଶ୍ରୀବାସ୍ତଵ(ମୁଖ୍ୟ ଅଧ୍ୟକ୍ଷ ଆପଲୋ ହସ୍ପିଟାଲ ଭୁବନେଶ୍ୱର) ଯୋଗ ଦେଇଥିଲେ।

ମୁଖ୍ୟ ଭରତ ପ୍ରଧାନ ସ୍ବାଗତ ଭାଷଣ ରଖିଥିବା ବେଳେ ଅନୁଷ୍ଠାନର ସାମାଜିକ କାର୍ଯକ୍ରମକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ । ଏତତ୍ ବ୍ୟତୀତ ଅନୁଷ୍ଠାନ ତରଫରୁ ୫ଜଣ ଅସହାୟ ଶିଶୁ ମାନଙ୍କୁ ବହି, ଖାତା ଓ ପେନ୍ ପ୍ରଦାନ କରାଯାଇଥିଲା।ମଞ୍ଚ ସଭା ପରେ ,୩୦ ଜଣ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଷ୍ଟେଟ ବିଜିନେସ ଆୱାର୍ଡ଼ ପ୍ରଦାନ କରାଯାଇଥିଲା,ତନ୍ମଧ୍ୟରେ ରହିଛନ୍ତି ରଶ୍ମିତା ରଣା( Founder of White Pearl Unisex Salon),ଏନ୍.ଗଙ୍ଗାଧର ରେଡ୍ଡୀ
(Dongyue Group
Best Customer Services Award),ମୀନାକ୍ଷୀ ମିଶ୍ର
(Chief Executive Officer
Subhashreefilms Films Pvt Ltd), ଲଲିତେନ୍ଦୁ ଦାସ
(Redcrab Entertainment Pvt Ltd),ସୁରଜ୍ କୁମାର ବେହେରା
(FOUNDER .COMPANY
SURAJ INFRA N ASSOCIATE),ଅର୍ୟଶା ଦାସ
(Managing Director & Principal Architect ,Arya Design Studio),ଶୁଭଶ୍ରୀ ମଙ୍ଗରାଜ(MANAGING DIRECTOR SUBHASHREE FILMS PVT LTD), ରୋଟରୀୟନ୍ ଡ଼.ପ୍ରସନ୍ନ ଚୌଧରୀ ( Educationist Cum
Managing Director
Benchmark Classes
BHUBANESWAR, CTC, JAJPUR AND PURI),ସିବିରା କୁମାର ପରିଡ଼ା(CEO Sumitra groups Sumitra Developer
Best Aqua business),ଦିପା ମିଶ୍ର(Ollywood Actresses), ଟିତନ୍ ସାହୁ(M.D of loreal Estates venture and levlive odia channel),ଦେବୀ ପ୍ରସାଦ ମଙ୍ଗରାଜ(Managing Director OM MAA KALI FILMS),ଆଶୁତୋଷ ପାଢ଼ି
(CEO one Stop pitstop),
ସଲମାନ୍ ଖୁଶ୍ରିଧ୍ (Managing director – Indin Automobile Doctor), ଏସ୍. ରନି (CEO,SPH PRODUCTION HOUSE ),ଶରତ କୁମାର ସାହୁ (MD, Stalwart Projects),ପ୍ରଦୀପ କୁମାର ଜେନା
(The best young short film Maker),ସୁନିଲ ମଙ୍ଗରାଜ
(CEO Maa Tarini infrastructure),ଲଳିତ ମହାନ୍ତି
(Man with vision for development),ସୋହମ୍ ସିଂହ
(Ollywood Actor,Singer & Business man), ବ୍ରାହ୍ମୀତ ଦାସ
(Managing director – B4u Digital Service Ollywood actor, physique Model
YouTubers),ଜଗନ୍ନାଥ ପ୍ରସାଦ ସାହୁ(Editor-in-Chief, The Inside Cover),ରାଜୀବ ଲୋଚନ ସାହୁ(MANAGING DIRECTOR RK ),ରଞ୍ଜନ କୁମାର ଜେନା(Chairman, NIGAM TESTING & CALIBRATION),ରୋଜା(Celebrity Numerologist and Tarot Card Reader),ଶୁଭୋଜିତ୍ ପଣ୍ଡା
(TV Anchor & Emcee),ହାପି ସାମଲ(Ollywood actor),
ସୁଧାଂଶୁ ନାରାୟଣ(Ollywood actor)

Leave A Reply

Your email address will not be published.