ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତଙ୍କ ବିଭିନ୍ନ ପଞ୍ଚାୟତ ବାଇକ ଶୋଭାଯାତ୍ରା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତଙ୍କ ବିଭିନ୍ନ ପଞ୍ଚାୟତ ବାଇକ ଶୋଭାଯାତ୍ରା।  ନିର୍ବାଚନ ପ୍ରଚାର ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ର ଗୁଆଗଡ଼ିଆ , ଲୁଙ୍ଗା ପଞ୍ଚାୟତ ରେ ବହୁ ଜନସମାଗମ ରେ ବାଇକ ଶୋଭାଯାତ୍ରା ଅନୁଷ୍ଟିତ ହୋଇ ଯାଇଛି। ।

ଶୋଭାଯାତ୍ରା ରେ ଯୋଗ ଦେଇଥିବା ସମର୍ଥକ ମାନେ କହିଛନ୍ତି ଯେ ଚଳିତ ନିର୍ବାଚନ ରେ ବିଷ୍ଣୁ ବ୍ରତ ରାଉତ ରାୟ ବିପୁଳ ଭୋଟ ବ୍ୟବଧାନ ରେ ବିଜୟ ହେବେ। ଅନୁଷ୍ଟିତ ବାଇକ ଶୋଭାଯାତ୍ରାରେ ପଞ୍ଚାୟତ ବୁଲି ପ୍ରଚାର କରିଥିଲେ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ।

ବାଇକ ଶୋଭାଯାତ୍ରା ପରେ ଗୁଆଗଡିଆ ପଞ୍ଚାୟତ ର ବଜାର ରେ ଅନୁଷ୍ଟିତ ଏକ ସଭା କାର୍ଯ୍ୟ କର୍ମ ରେ ଯୋଗ ଦେଇ ଭୋଟ ନିବେଦନ କରିଛନ୍ତି ବିଧାୟକ ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ।

Comments are closed.