ଜିଲ୍ଲାସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜିଲ୍ଲାସ୍ତରୀୟ ଟାଏକୋଣ୍ଡା ପ୍ରତିଯୋଗିତା | କଟକ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ଚତୁର୍ଥ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାର ନରସିଂହପୁରର ଦୁଇଜଣ ଛାତ୍ର ସ୍ପର୍ଶ ପଦକ ହାସଲ କରିଥିବା ବେଳେ ଜଣେ ରୌପ୍ୟ ପଦକ ଜିତି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯାଗିତାରେ ୨୦୦ ଶହ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସେଥି ମଧ୍ୟରୁ ସବ ଜୁନିଅର ବର୍ଗରେ ନରସିଂହପୁରର ସନ୍ତୋଷ ବଳବନ୍ତରାୟ ଓ ସସ୍ମିତା ଲେଙ୍କାଙ୍କ ପୁଅ ସ୍ବାଧୀନ ବଳବନ୍ତରାୟ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଚିତ୍ତରଞ୍ଜନ ପ୍ରଧାନ ଓ ସୁରଭି ରାଣୀ। ହାଳିକଙ୍କ ପୁଅ ଆଦିତ୍ୟ ମଧ୍ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ଶେଖ ଅଜିମ, ଅପ୍ସନା ବିବିଙ୍କ ପୁଅ ଶେଖ ସାଫିଆନ ରୌପ୍ୟ ପଦକ ହାସଲ କରିଛନ୍ତି।

ଏହି ସଫଳତା ପାଇଁ କୋଚ୍ ଆର୍ଶୀବାଦ ବେହେରାଙ୍କୁ ସଫଳତାର ଶ୍ରେୟ ଦେଇଛନ୍ତି ବିଜୟୀ ଛାତ୍ରମାନେ ।ସେହିପରି ଆଜି ତାଙ୍କୁ ବଡ଼ ପଡିଆ ଠାରେ ଯାଭିଆର ସ୍କୁଲ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଜେନା ସମସ୍ତ ଟାଇକୋଣ୍ଡା ପ୍ରତିଯୋଗିତା ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା |y

Leave A Reply

Your email address will not be published.