ଚାଲିଛି ପୌର ଭୋଟ ଗଣତି, ନଜର ପକାନ୍ତୁ କେଉଁ ଆସନରୁ କିଏ ବିଜୟୀ

0

ଚାଲିଛି ପୌର ଭୋଟ ଗଣତି।   ଗୋଟିଏ ପରେ ଗୋଟିଏ ଟ୍ରେଣ୍ଡ୍ ଆସୁଛି। ଦିନ ୧ଟା ୧୦ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି  । ଏବେର ଟ୍ରେଣ୍ଡରେ ୭୫ଟି ଆସନରେ ବିଜେଡି ଆଗୁଆ ରହିଥିବାବେଳେ ବିଜେପି ୧୭ ଆସନରେ ଆଗେଇ ଚାଲିଛି  । ସେହିପରି  ୯ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଛନ୍ତି  ।

 

ବୀରମିତ୍ରପୁର ମ୍ୟୁନିସିପାଲିଟିରେ ବିଜେଡିର ସନ୍ଦୀପ ମିଶ୍ର ବିଜୟୀ*

-ବେଲପାହାଡ଼ NACରେ କଂଗ୍ରେସ ପ୍ରାର୍ଥୀ ନିମାଇ ଚରଣ ପଣ୍ଡା ବିଜୟୀ

-ବରପାଲି NACରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହିର ବିଜୟୀ

-ଭବାନୀପାଟଣା ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ସଂଯୁକ୍ତା ବେହେରା ବିଜୟୀ

-ଉଦଳା NACରେ ବିଜେପି ପ୍ରାର୍ଥୀ ପ୍ରମିଳା ପଣ୍ଡା ବିଜୟୀ

-ପଦ୍ମପୁର NACରେ ବିଜେଡି ପ୍ରାର୍ଥୀ ସାବିତ୍ରୀ ବାଗ ବିଜୟୀ

-ଦେବଗଡ଼ ମ୍ୟୁନିସିପାଲିଟିରେ ବିଜେଡି ପ୍ରାର୍ଥୀ ଶାନ୍ତିମଞ୍ଜରୀ ବିଜୟୀ

-କରଞ୍ଜିଆ NACରେ ବିଜେଡି ପ୍ରାର୍ଥୀ ପପି ପୃଷ୍ଟି ବିଜୟୀ

-ରେଢ଼ାଖୋଲରେ ବିଜେପି ପ୍ରାର୍ଥୀ ଶିବରାମ ସାହୁ ବିଜୟୀ

-ଗୁଡାରୀ NACରେ ବିଜେଡିର ଶର୍ମିଷ୍ଠା ଶବର ବିଜୟୀ

-ସୋରଡ଼ା NACରେ ବିଜେଡିର ଶିବଶଙ୍କର ପଣ୍ଡା ବିଜୟୀ

-ଦିଗପହଣ୍ଡି NACରେ କଂଗ୍ରେସର ପ୍ରଫୁଲ୍ଲ ପଣ୍ଡା ବିଜୟୀ

-ଚିକିଟି NACରେ ବିଜେଡିର ଦୀପା ସାହୁ ବିଜୟୀ

-ବ୍ୟାସନଗର ମ୍ୟୁନିସିପାଲିଟିରେ ବିଜେଡିର ସଙ୍ଗୀତା ପିଙ୍ଗୁଆ ବିଜୟୀ

-କୁଚିଣ୍ଡାରେ ବିଜେଡି ପ୍ରାର୍ଥୀ ପ୍ରଦ୍ୟୁତ୍‌ ମହାନ୍ତି ବିଜୟୀ

ଢେଙ୍କାନାଳ ମ୍ୟୁନିସିପାଲିଟି: ବିଜେପିର ଜୟନ୍ତୀ ପାତ୍ର ବିଜୟୀ*

-କାମାକ୍ଷାନଗର ଏନ୍ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ।

କାମାକ୍ଷାନଗରରେ ବିଜେଡି ପ୍ରାର୍ଥୀ ୬୪୬୩ ଭୋଟ୍‌ରେ ବିଜୟୀ

-କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ

-ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ

-ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ

-ଜୁନାଗଡ଼ ଏନ୍ଏସିରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରଓ୍ୱାଲ ବିଜୟୀ

-ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ

Leave A Reply

Your email address will not be published.