ଡିସେମ୍ବରରେ ମୋହନ-ବିଷ୍ଣୁଦେବ ବୈଠକ !

0

ଓଡ଼ିଆ ନ୍ୟୁଜ୍: ମହାନଦୀ ଜଳ ବିବାଦ ଦୂର ପାଇଁ ଆଗକୁ ବଢ଼ିଲେ ଓଡ଼ିଶା, ଛତିଶଗଡ଼। ‘ଏକ୍ସ’ରେ ଏନେଇ ବିସ୍ତୃତ ସୂଚନା ଦେଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।‘ଦୁଇ ରାଜ୍ୟ ମୁଖ୍ୟ ସଚିବ ଓ ବରିଷ୍ଠ ଜଳସମ୍ପଦ ଅଧିକାରୀ ବୈଠକ କରିଛନ୍ତି’। ‘ଆନ୍ତରିକ ଏବଂ ସୌହାର୍ଦ୍ଦପୂର୍ଣ୍ଣ ଭାବରେ କାର୍ଯ୍ୟ କରିବାକୁ ସହମତି ହୋଇଛି’।‘ସେପ୍ଟେମ୍ବରରେ EICଙ୍କ ନେତୃତ୍ୱରେ ବୈଷୟିକ କମିଟିଗୁଡ଼ିକ ବୈଠକ କରିବେ’।

‘ଜଳ ବଣ୍ଟନ ନେଇ ଦୃଢ଼ ସମନ୍ୱୟ ପାଇଁ ଢାଞ୍ଚା ସୃଷ୍ଟି ଲକ୍ଷ୍ୟରେ ଆଲୋଚନା କରିବେ’।‘ଅକ୍ଟୋବରରେ ୨ ରାଜ୍ୟ ଜଳସମ୍ପଦ ସଚିବଙ୍କ ସହିତ ମୁଖ୍ୟ ସଚିବସ୍ତରୀୟ ବୈଠକ’।‘ଡିସେମ୍ବରରେ ମୋହନ ମାଝୀ- ବିଷ୍ଣୁଦେବଙ୍କ ମଧ୍ୟରେ ବୈଠକ ହୋଇପାରେ’। ‘ସୌହାର୍ଦ୍ଦପୂର୍ଣ୍ଣ, ଦୀର୍ଘକାଳୀନ ସମାଧାନ ଅନୁସନ୍ଧାନ କରିବା ପାଇଁ ଉଦ୍ୟମ ହେବ’।

Leave A Reply

Your email address will not be published.