ଓଡ଼ିଆ ନ୍ୟୁଜ୍: ମୋଦିଙ୍କ ଜନ୍ମ ଦିବସ ଅବସରରେ ୭୫ ଲକ୍ଷ ଗଛ ଲଗାଇବା ସଂକଳ୍ପ ସଫଳ। ସଂକଳ୍ପ ସଫଳ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ, କୋଟିଏ ପାର୍ ହେବ।ସାମୂହିକ ପ୍ରୟାସରେ ଏହାକୁ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ।ପ୍ରତ୍ୟେକଟି ଗଛ ଓଡ଼ିଶା ପାଇଁ ମୋଦିଜୀଙ୍କ ସ୍ନେହ, ଶ୍ରଦ୍ଧା ଓ ପ୍ରତିବଦ୍ଧତା।ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରତି ଗୋଟିଏ ଗୋଟିଏ ଧନ୍ୟବାଦ।ଆଗାମୀ ଦିନରେ ଏହି ଅଭିଯାନ ଆହୁରି ବ୍ୟାପକ ହେବ- ମୁଖ୍ୟମନ୍ତ୍ରୀ?ଭବିଷ୍ୟତ ପିଢିର ସୁରକ୍ଷା ପାଇଁ ମୋଦୀଜୀଙ୍କ ନେତୃତ୍ୱ ପରିଚୟ ବହନ କରିବ।