୧୬.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):
1-ଦୈନିକ ଏକ ଘଣ୍ଟାରୁ ଅଧିକ କଠିନ ବ୍ୟାୟାମ କରନ୍ତୁ l
2- ଥଣ୍ଡା ଖାଦ୍ୟ ବା ପାନୀୟ ଗ୍ରହଣ କରନ୍ତୁ ନାହିଁІ
3-ଉଷୁମ ପାଣି ବ୍ୟବହାର କରନ୍ତୁ І
4- ବାରମ୍ବାର ଭଲ ଭାବରେ ସାବୁନରେ ହାତ ଧୁଅନ୍ତୁ I
5-ଘରେ AC ବ୍ୟବହାର କରନ୍ତୁ ନାହଁ l
6-କୀଟାଣୁ ନାଶକ ଦ୍ୱାରା ଆସବାବ ପତ୍ର , ହାତଧୂଆ ବେଶିନଏବଂସୌଚାଳୟକୁ ବ୍ୟବହାର କରନ୍ତୁ I
7-AC ବସ ଏବଂ ଟ୍ରେନ ରେ ଯାତ୍ରା କରନ୍ତୁ ନାହିଁ l
8-ଜନଗହଳିପୂର୍ଣ୍ଣ ଜାଗା ଠାରୁ ଦୂରତା ରକ୍ଷ। କରନ୍ତୁ l
9-ସକାଳର ସୂର୍ଯ୍ୟ ଆଲୋକ ରେ ଏକ ଘଣ୍ଟା ରୁ ଅଧିକ ସମୟ କଟlନ୍ତୁ I
10- ମାସ୍କ , ଟିସୁ ଏବଂ ସାନିଟାରୀ ପ୍ୟାଡ଼କୁ ବ୍ୟବହାରପାରେ ପୋଡି ଦିଅନ୍ତୁ I