ପଥରରେ ଛେଚି ଯୁବକକୁ ହତ୍ୟା

0

ଓଡ଼ିଆ ନ୍ୟୁଜ୍: ଖାନନଗରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା।ଜଗନ୍ନାଥମନ୍ଦିର ନିକଟ ନଦୀପଠାରେ ପଡ଼ିଛି ମୃତଦେହ।ଯୁବକଙ୍କ ଘର ହଜାରୀ ଲେନ୍‌ରେ, ଖାନନଗରରେ ମାଛ ବ୍ୟବସାୟ କରୁଥିଲେ।ଘଟଣାସ୍ଥଳରେ ବାଦାମବାଡ଼ି ଥାନା ପୋଲିସ।

ଖାନନଗର ଅଞ୍ଚଳର ରାସ୍ତା କଡ଼ରେ ପଡ଼ିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ । ମୃତ ମାଛ ବ୍ୟବସାୟୀ ପୁରୀଘାଟ ଅଞ୍ଚଳର ପପୁ ଦାଶ । ତାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ପୂର୍ବ ଶତ୍ରୁତା ନା ଅନ୍ୟ କୌଣସି କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି । ବାଦାମବାଡି ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Leave A Reply

Your email address will not be published.