ଓଡ଼ିଆ ନ୍ୟୁଜ୍:T20 ବିଶ୍ବକପ୍; ଶେଷ ଦଳ ଭାବେ ସୁପର-୮ ଗଲା ପାକିସ୍ତାନ।ନାମିବ୍ୟାକୁ ୧୦୨ ରନ୍ରେ ହରାଇ ସୁପର-୮ ଯୋଗ୍ୟତା।ସୁପର-୮ ଗ୍ରୁପ-୨ରେ ସ୍ଥାନ ପାଇଲା ପାକିସ୍ତାନ।ପାକିସ୍ତାନୀ ବ୍ୟାଟ୍ସମ୍ୟାନ ସାହିବଜାଦା ଫରହାନ ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚରେ ୫୮ ବଲର ସମ୍ମୁଖୀନ ହୋଇ ଅପରାଜିତ ୧୦୦ ରନ୍ କରିଛନ୍ତି । ଟି ଯେଉଁଥିରେ ୧୧ ଚୌକା ଏବଂ ୬ ଛକା ରହିଛି ।
ପାକିସ୍ତାନ ଏବେ ଟି୨୦ ବିଶ୍ବକପ ୨୦୨୬ରେ ସୁପର-୮ରେ ଏଣ୍ଟ୍ରି କରିଥିବା ଅଷ୍ଟମ ଏବଂ ଶେଷ ଟିମ୍ । ଭାରତ ଏବଂ ଜିମ୍ବାୱେ ସମେତ ଅନ୍ୟ ୭ଟି ଟିମ୍ ପୂର୍ବରୁ ସୁପର-୮ରେ ପ୍ରବେଶ କରିସାରିଛନ୍ତି ।