ଓଡ଼ିଆ ନ୍ୟୁଜ୍: ଟି-୨୦ ବିଶ୍ଵକପ୍ ଇଣ୍ଡିଆ vs ନେଦରଲାଣ୍ଡ, 17 ରେ ଜିତିଲା ଭାରତ। ୨୦୨୬ର ନିଜର ଶେଷ ଲିଗ୍ ମ୍ୟାଚକୁ ରନରେ ୧୭ ଜିତିଛି ଭାରତ । ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୧୯୩ ରନ କରିଥିଲା । ଭାରତ ଦେଇଥିବା ଟାର୍ଗେଟକୁ ନେଦରଲାଣ୍ଡସ ୭ ୱିକେଟ୍ ହରାଇ ମାତ୍ର ୧୭୬ ରନ କରିପାରିଛି। ଭାରତ ପକ୍ଷରୁ ଶିବମ ଦୁବେ ୬୬ ରନର ଧୂଆଁଧାର ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୩୪ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୦ ରନ କରିଛନ୍ତି।