ଭିଜିଲାନ୍ସ ଜାଲରେ ଖଣି ବିଭାଗ ଉପନିର୍ଦ୍ଦେଶକ

0

ଓଡ଼ିଆ ନ୍ୟୁଜ୍: ଖଣି ଅଧିକାରୀ ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଜବତ। ଭୁବନେଶ୍ୱର ସ୍ଥିତ ଫ୍ଲାଟ୍‌ରେ ଟ୍ରଲି ବ୍ୟାଗ୍‌ରୁ ମିଳିଲା ୪ କୋଟି ଟଙ୍କା। ଓଡ଼ିଶା ଭିଜିଲାନ୍ସ ଇତିହାସରେ ସର୍ବାଧିକ ଟଙ୍କା ଜବତ। ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଘରେ ଚଢାଉ।ଚଢ଼ାଉ ବେଳେ ମିଳିଲା ରେକର୍ଡ ସଂଖ୍ୟକ ୪ କୋଟି।ଭିଜିଲାନ୍ସ ରେଡ୍‌ ବେଳେ ଏତେ ଟଙ୍କା ମିଳିବା ରେକର୍ଡ।୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ। କୋଇଲା ଇଲା ଡିପୋ ପାଇଁ ଲାଞ୍ଚ ନେଉଥିବା ଅଭିଯୋଗ।

ସୂଚନା ଅନୁସାରେ, ମଙ୍ଗଳବାର କଟକ ଜଗତପୁରରେ ଥିବା ଡେପୁଟି ମାଇନିଙ୍ଗ ଅଫିସରଙ୍କ କାର୍ଯ୍ୟାଳୟରେ ଏହି ଲାଞ୍ଚ ନେବା ସମୟରେ ଅଚାନକ ଚଢ଼ାଉ କରିଥିଲା ଭିଜିଲାନ୍ସ। ତେବେ ବର୍ତ୍ତମାନ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଡେପୁଟି ମାଇନିଂ ଅଫିସରଙ୍କ ଏକାଧିକ ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ।

Leave A Reply

Your email address will not be published.