ଓଡ଼ିଆ ନ୍ୟୁଜ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ବୋଧନ। ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନ ଭୟଙ୍କର କ୍ଷତି ସହିଛି।ଆତଙ୍କବାଦକୁ ଇରାନର ପୂର୍ଣ୍ଣ ସମର୍ଥନ ରହିଛି: ଟ୍ରମ୍ପ।ଆମର ସମସ୍ତ ଟାର୍ଗେଟ ପୂରଣ ହୋଇସାରିଛି। ଇରାନ୍ର ସବୁ ନେତାଙ୍କୁ ଆମେ ମାରି ସାରିଛୁ। ଇରାନର ନୌସେନାକୁ ଆମେରିକୀୟ ସେନା କଡ଼ା ଜବାବ ଦେଇଛନ୍ତି।ଦେଶକୁ ସମ୍ବୋଧିତ କରୁଛନ୍ତି ଡୋନାଲ୍ଡ ଟ୍ରମ୍ପ।ଟ୍ରମ୍ପଙ୍କ ଘୋଷଣା ଉପରେ ସାରା ବିଶ୍ବର ନଜର।ଇରାନ୍ର ମିସାଇଲ୍ ଓ ଡ୍ରୋନ୍ ଶେଷ ହୋଇସାରିଛି।ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଟ୍ରମ୍ପଙ୍କ ସମ୍ବୋଧନ।ଆମ ଭଳି ଦେଶ ସାରା ବିଶ୍ୱରେ ନାହିଁ: ଟ୍ରମ୍ପ।
ଆମେରିକାର ସୁରକ୍ଷା ପାଇଁ ଆକ୍ରମଣ ଜରୁରୀ ଥିଲା।ବିଜୟ ହୋଇସାରିଛି, ଏବେ ଫେରିବାର ବେଳ ଆସିଛି।ଅପରେସନ୍’ଏପିକ୍ ଫ୍ୟୁରୀ’ ଜାରି ରହିବ: ଟ୍ରମ୍ପ। ସେନାର ଲକ୍ଷ୍ୟ ହାସଲ ପରେ ଯୁଦ୍ଧରେ ପୂର୍ଣ୍ଣଛେଦ ପଡ଼ିବ। ଇରାନ୍ ନିଜେ ନିଜର ୪୫ ହଜାର ନାଗରିକଙ୍କୁ ମାରିଛି।ସାରା ବିଶ୍ୱରେ ଆମେରିକା ପାଖରେ ଅଧିକ ଗ୍ୟାସ୍ ରହିଛି।ଋଷ୍ ଅପେକ୍ଷା ଅଧିକ ତେଲ ଉତ୍ପାଦନ କରୁଛି ଆମେରିକା।ଆମ ଭଳି ଦେଶ ସାରା ବିଶ୍ୱରେ ନାହିଁ: ଟ୍ରମ୍ପ। ମଧ୍ୟପ୍ରାଚ୍ୟ ଯୁଦ୍ଧ ନେଇ ଟ୍ରମ୍ପଙ୍କ ସମ୍ବୋଧନ।