ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ

0

ଓଡ଼ିଆ ନ୍ୟୁଜ୍: କୋରାପୁଟ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପରେ ଅଗ୍ନିକାଣ୍ଡ। ପ୍ରକଳ୍ପର କେବୁଲ୍‌ରେ ନିଆଁ ଲାଗିବାରୁ ଘଟିଲା ଅଗ୍ନିକାଣ୍ଡ। ଅଣନିଃଶ୍ବାସୀ ହୋଇ କିଛି କର୍ମଚାରୀ ଅସୁସ୍ଥ ହୋଇଥିବା ସୂଚନା। ଘଟଣାସ୍ଥଳରେ ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ।

ଯାହା ଫଳରେ ପ୍ରକଳ୍ପ କେବୁଲ ଗୁଡ଼ିକରୁ ନିଆଁ ଲାଗିବା ଆରମ୍ଭ ହୋଇଯାଇଥିଲା l ପ୍ରକଳ୍ପ ଭିତରେ ଭୟାବହ ଅଗ୍ନିକାଣ୍ଡ ଦେଖି ପ୍ରକଳ୍ପ କର୍ମଚାରୀ ବାହାରକୁ ଚାଲି ଆସିଥିଲେ l ଟର୍ବାଇନ ଫ୍ଲୋରରେ କିଛି କର୍ମଚାରୀ ଫସି ରହିଥିଲେ l ବାହାରେ ଥିବା କିଛି କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ସହଯୋଗୀ କର୍ମଚାରୀଙ୍କୁ ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ l ଅଣନିଶ୍ୱାସୀ ହୋଇଯାଇଥିବା କିଛି କର୍ମଚାରୀଙ୍କ ଚିକିତ୍ସା ଜାରି ରହିଛି l

Leave A Reply

Your email address will not be published.