ଓଡ଼ିଆ ନ୍ୟୁଜ୍: ଜଗତସିଂହପୁର ଜିଲ୍ଲା ଢିଙ୍କିଆରେ JSW ଉତ୍କଳ ଷ୍ଟିଲ୍ ପ୍ରକଳ୍ପର ଭିତ୍ତିପ୍ରସ୍ତର। ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶିଳ୍ପମନ୍ତ୍ରୀ ସମ୍ପଦ ସ୍ଵାଇଁ ଓ ଜେଏସ୍ଡବ୍ଲ୍ୟୁ ମୁଖ୍ୟ ସଜ୍ଜନ ଜିନ୍ଦଲ୍ ଉପସ୍ଥିତ। ୬୫ ହଜାର କୋଟି ଟଙ୍କା ନିବେଶରେ JSWର ଉତ୍କଳ ଷ୍ଟିଲ୍ ପ୍ଲାଣ୍ଟ। ଦକ୍ଷିଣ କୋରିଆ ଷ୍ଟିଲ୍ କମ୍ପାନୀ ‘ପୋସ୍କୋ’ ଏଠାରୁ ଫେରି ଯାଇଥିଲା। ପୂର୍ବ ସରକାରଙ୍କ ଆନ୍ତରିକାତା ଅଭାବରୁ ହୋଇ ପାରୁ ନଥିଲା- ମୁଖ୍ୟମନ୍ତ୍ରୀ।