ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ।ଏକ ଘରୋଇ କଲେଜ ପରିସରରେ ଆତ୍ମାହୁତି ଉଦ୍ୟମ।ଖଣ୍ଡଗିରି ଥାନା ଅଧୀନ ଏକ ଘରୋଇ କଲେଜ ପରିସରରେ ଅଘଟଣ।
ଘରୋଇ କଲେଜରେ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।ଯୁବକଙ୍କ ଶରୀରର ୧୫% ପୋଡ଼ିଯାଇଛି; ଏମ୍ସରେ ଭର୍ତ୍ତି।ପାରିବାରିକ ବିବାଦ ପାଇଁ ଏପରି କରିଥିବା ସୂଚନା।
ପୋଡ଼ି ଆହତ ହୋଇଥିବା ଯୁବକଙ୍କ ଘର ଯାଜପୁର ବିଂଝାରପୁର।ଘଟଣାରେ ଯୁବକଙ୍କ ଶରୀରର ପ୍ରାୟ ୧୫% ପୋଡ଼ିଯାଇଛି। ତୁରନ୍ତ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଅଧିକ ତଥ୍ୟ ସଂଗ୍ରହ କରୁଛି।