ଓଡ଼ିଆ ନ୍ୟୁଜ୍: ଆଜିଠାରୁ ଖଣ୍ଡଗିରି ଯାତ୍ରା ମହାକୁମ୍ଭ; ଅଶ୍ଳୀଳ ନୃତ୍ୟକୁ ନାଁ। ‘ଅମାନିଆ ହୋଇ ଅଶ୍ଳୀଳ ନୃତ୍ୟ କଲେ ବାଜିବ ସରକାରୀ ଠେଙ୍ଗା’।ଏନେଇ ଆଗୁଆ ଚେତାଇ ଦେଲେ ବିଧାୟକ ବାବୁ ସିଂ। ଏନେଇ ପୂର୍ବରୁ ସବୁ ଯାତ୍ରା କମିଟି ସହ ଆଲୋଚନା ହୋଇଛି’।‘ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶୟ ନ ଦେବାକୁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି।
ସେ କହିଛନ୍ତି, ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନୃତ୍ୟ ବ୍ୟାନ୍ ନେଇ ପୂର୍ବରୁ ସବୁ ଯାତ୍ରା କମିଟି ସହ ଆଲୋଚନା ହୋଇଛି । ଅଶ୍ଳୀଳ ନୃତ୍ୟକୁ ଆଦୌ ପ୍ରଶ୍ରୟ ନ ଦେବା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପୋଲିସ ପକ୍ଷରୁ ସବୁ ଯାତ୍ରା କମିଟିକୁ ୧୪ ସୂତ୍ରୀ ନିୟମ ଜାରି ହୋଇଛି ବୋଲି କହିଛନ୍ତି ବିଧାୟକ ବାବୁ ସିଂହ କହିଛନ୍ତି । ଗତବର୍ଷ ଯାତ୍ରା ପେଣ୍ଡାଲରେ ଅଶ୍ଳୀଳତା ବନ୍ଦ ହୋଇଥିଲା । ଏଥର ବି ବନ୍ଦ ରହିବ ବୋଲି ବିଧାୟକ କହିଛନ୍ତି ।