ଓଡ଼ିଆ ନ୍ୟୁଜ୍: ବଦଳିଲା ପୁରୀ-ରାଉରକେଲା-ପୁରୀ ବନ୍ଦେ ଭାରତ ସାପ୍ତାହିକ ବନ୍ଦ ଦିବସ। ଏଣିକି ଶନିବାର ପରିବର୍ତ୍ତେ ମଙ୍ଗଳବାର ବନ୍ଦେ ଭାରତ ବନ୍ଦ ରହିବ। ଆସନ୍ତା ୭ ତାରିଖ ଶନିବାର ଠାରୁ ପ୍ରତି ଶନିବାର ଯାତ୍ରା କରିବ ବନ୍ଦେ ଭାରତ।ଏନେଇ ପୂର୍ବତଟ ରେଲୱେ ପକ୍ଷରୁ ଜାରି ହେଲା ସୂଚନା।