କାର୍‌ ଉପରେ ଓଲଟିପଡ଼ିଲା ବସ୍‌, ୪ ଗୁରୁତର

0

ଓଡ଼ିଆ ନ୍ୟୁଜ୍: କାର୍‌ ଉପରେ ଓଲଟିପଡ଼ିଲା ବସ୍‌; ୪ ଜଣ ଗୁରୁତର। NH- ୪୯ର ବାଙ୍ଗିରିପୋଷି ଘାଟିରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ।କାର୍‌ର ସମସ୍ତ ଯାତ୍ରୀ ସୁରକ୍ଷିତ, ବସ୍‌ରେ ଥିବା କିଛି ଯାତ୍ରୀ ଆହତ।ଘଟଣାସ୍ଥଳରେ ଦମକଳ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି। ସେପଟେ ବାଙ୍ଗିରିପୋଷି ଘାଟି ଦୁର୍ଘଟଣା ନେଇ ଚିଫ୍‌ ଫାୟର ଅଫିସରଙ୍କ ସୂଚନା।

ଓଭରଟେକ୍‌ ପାଇଁ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି’।‘ଘାଟି ରାସ୍ତାର ମରାମତି ଚାଲିଛି, ବସ୍‌ ଓଭରଟେକ୍‌ କରିବାର ନ ଥିଲା’।‘ବସ୍‌ରେ ୬୦ରୁ ୬୫ ଯାତ୍ରୀ ଥିଲେ, ସୌଭାଗ୍ୟବଶତଃ ବେଶୀ କ୍ଷତି ହୋଇନି’।ବସ୍‌ଟି କାର୍‌ ଉପରେ ଓଲଟି ପଡ଼ିବାରୁ ୫ ଜଣ ଗୁରୁତର।

Leave A Reply

Your email address will not be published.