ଓଲଟିଲା ବସ୍, ୨୦ ଯାତ୍ରୀ ଗୁରୁତର
ଓଡ଼ିଆ ନ୍ୟୁଜ୍: ବାଲୁଗାଁ ଛେଡ଼ପଡ଼ା ନିକଟରେ ଓଲଟିଲା ବସ୍।ବସ୍ରେ ଥିବା ୫୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଗୁରୁତର ଆହତ।ବସ୍ଟି ରାକମାରୁ ନୟାଗଡ଼ ଯିବା ବେଳେ ଦୁର୍ଘଟଣା। ଘଟଣାସ୍ଥଳରେ ଫତେଗଡ଼ ପୋଲିସ୍, ଉଦ୍ଧାର କାର୍ଯ୍ୟ ଜାରି।…
Read More...
Read More...