Browsing Category

Entertainment

କଞ୍ଚାଲଙ୍କା ରେ ପପୁ ଙ୍କ ନୂଆ ୱେବ ସିରିଜ୍ “ଟାଉଟର ପ୍ରୋ”

ଭୁବନେଶ୍ୱର- ଅପ୍ରେଲ ୧୫ଠାରୁ କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ଷ୍ଟ୍ରିମିଙ୍ଗ ହେଉଛି ନୂଆ ୱେବ ସିରିଜ୍ "ଟାଉଟର ପ୍ରୋ"। ପମ୍‌ପମ୍ ସିରିଜର ଏହା ହେଉଛି ପ୍ରଥମ ଏପିସୋଡ । କମେଡି କିଙ୍ଗ ପପୁ ପମ୍ ପମ୍ ଏଥିରେ ମୁଖ୍ୟ…
Read More...

ହାତକୁ ଦି ହାତ ହେଲେ ବଲିଉଡର ‘ପାୱାର କପଲ’ ଆଲିଆ-ରଣବୀର

ବଲିଉଡର ପାୱାର କପଲ ଆଲିଆ ଭଟ୍ଟ-ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ରୀତିନୀତି ସମାପ୍ତ ହୋଇଛି | ପ୍ରଶଂସକମାନେ ଉତ୍ସାହର ସହିତ ଯାହା ଅପେକ୍ଷା କରିଥିଲେ ତାହା ଆଜି ଶେଷ ହୋଇଛି। ରଣବୀରଙ୍କଠାରୁ ସାତ…
Read More...

ଜୀସାର୍ଥକ ର ନୂଆ ଓଡ଼ିଆ ଚଳଚ୍ଚିତ୍ର ” ଦିଦି ନମସ୍କାର “

ଜୀସାର୍ଥକ ଫିଲ୍ମସ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଚଳଚ୍ଚିତ୍ର ଓଡ଼ିଆ ଦର୍ଶକମାନଙ୍କୁ ଦେଇ ଆସିଛି।ଏଥର ଅଭିନେତ୍ରୀ ଶୀତଲ୍ ଙ୍କୁ ନେଇ ପ୍ରସ୍ତୁତ କରିଛନ୍ତି ନୂଆ ଓଡ଼ିଆ ସିନେମା "ଦିଦି ନମସ୍କାର' । ଜୀସାର୍ଥକ ନିବେଦିତ ତଥା…
Read More...

ପୁତ୍ର ସନ୍ତାନର ମା ହେଲେ ଭାରତୀ ସିଂ; ପୋଷ୍ଟ ସେୟାର କରି ଖୁସି ଖବର ଦେଲେ ପିତା ହର୍ଷ

ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟାଙ୍କ ଘରେ ଏକ ଖୁସି ଖବର ଆସିଛି। ହାସ୍ୟ ଅଭିନେତା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ପିତାମାତା ହୋଇଛନ୍ତି। ଭାରତୀ ସିଂ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହର୍ଷ…
Read More...

ଓସ୍କାର ଆୱାର୍ଡ଼ ୨୦୨୨;ୱିଲ୍ ସ୍ମିଥ ହେଲେ ଶ୍ରେଷ୍ଠ ଅଭିନେତା

ସିନେମା ଜଗତର ସବୁଠାରୁ ବଡ ଏବଂ ସମ୍ମାନଜନକ ପୁରସ୍କାର ଯଥା ଓସ୍କାର ପୁରସ୍କାର ୨୦୨୨ ରବିବାର ଠାରୁ ଆରମ୍ଭ ହୋଇଛି। ମାର୍ଚ୍ଚ ୨୭ ତାରିଖ ସକାଳେ କାଲିଫର୍ନିଆର ଲସ୍ ଆଞ୍ଜେଲ୍ସର ଡଲବି ଥିଏଟରରେ ଓସ୍କାର ପୁରସ୍କାର ପ୍ରଦାନ…
Read More...

ଅପେକ୍ଷାର ଅନ୍ତ! ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର-୩ ର ରିଲିଜ୍ ତାରିଖ ନିଶ୍ଚିତ

ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର-୩ ର ରିଲିଜ୍ ତାରିଖ ନିଶ୍ଚିତ ହୋଇଛି। ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଏପ୍ରିଲ ୨୧…
Read More...

ପଠାନ୍ ରିଲିଜ ତାରିଖ ଘୋଷଣା

ବଲିଉଡର କିଙ୍ଗ ଖାନ୍ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ପଠାନ୍  ରିଲିଜ ତାରିଖ ଘୋଷଣା କରିଛନ୍ତି।   ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ‘ପଠାନ୍’ ଆସନ୍ତା ବର୍ଷ ଜାନୁୟାରୀ ୨୫ ରେ ପ୍ରେକ୍ଷାଳୟକୁ ଆସିବ ।ଶାରୁଖାନଙ୍କର…
Read More...

‘ଗଙ୍ଗୁବାଇ କାଠିଆୱାଡି’ ବିରୋଧରେ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଛନ୍ତି ବମ୍ବେ ହାଇକୋର୍ଟ; ଜାଣନ୍ତୁ…

ଗଙ୍ଗୁବାଇ କାଠିଆୱାଡି ଚଳଚ୍ଚିତ୍ର ଏବଂ ଏହା ସହ ଜଡିତ ସମସ୍ତ ଲୋକଙ୍କୁ ବମ୍ବେ ହାଇକୋର୍ଟ ଏକ ବଡ଼ ଆରାମ ଦେଇଛନ୍ତି। ଫିଲ୍ମ ବିରୋଧରେ ଦାଖଲ ହୋଇଥିବା ଦୁଇଟି ପିଟିସନକୁ ହାଇକୋର୍ଟ ଖାରଜ କରିଦେଇଥିବାବେଳେ ଗୋଟିଏ ପିଟିସନର…
Read More...

ଚିର ନିଦ୍ରାରେ ସଂଗୀତଜ୍ଞ ତଥା ଗାୟକ ବାପି ଲହରୀ;ମୁମ୍ବାଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି

ସଙ୍ଗୀତ ଦୁନିଆରୁ ପୁଣି ଥରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛ। ଲତା ମଙ୍ଗେଶକରଙ୍କ ପରେ ବର୍ତ୍ତମାନ ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାପି ଲହରୀଙ୍କ ଦେହାନ୍ତ ହୋଇଛି। ସେ ଆଜି ମୁମ୍ବାଇର ଏକ ଡାକ୍ତରଖାନାରେ ଶେଷ…
Read More...

ସାମ୍ନାକୁ ଆସିଲା’ବଚ୍ଚନ ପାଣ୍ଡେ’ ନୂଆ ପୋଷ୍ଟର; ଗ୍ୟାଙ୍ଗଷ୍ଟର ଭୂମିକାରେ ଅକ୍ଷୟ କୁମାର

ଅକ୍ଷୟ କୁମାର ତାଙ୍କ ଆଗାମୀ ଚଳଚ୍ଚିତ୍ର ବଚ୍ଚନ ପାଣ୍ଡେଙ୍କ ନୂଆ ପୋଷ୍ଟର ସେୟାର କରିଛନ୍ତି। ଏହି ଫିଲ୍ମ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଅକ୍ଷୟ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ଫିଲ୍ମର ଟ୍ରେଲର…
Read More...