Browsing Category

National

ଭାରତ ଏକତ୍ର ହୋଇ ଦୁର୍ନୀତି, ବଂଶବାଦ ଓ ତୁଷ୍ଟୀକରଣର ବିରୋଧ କରୁଛି : ପ୍ରଧାନମନ୍ତ୍ରୀ

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜି ଅଗଷ୍ଟ କ୍ରାନ୍ତି ଦିବସ । ୧୯୪୨ ମସିହା ଆଜିର ଦିନରେ ବ୍ରିଟିସ୍‌ ସରକାର ବିରୋଧରେ ଜାତିର ପିତା ମହାତ୍ମା ଗାନ୍ଧୀ ‘ଭାରତ ଛାଡ଼’ ଡାକରା ଦେଇଥିଲେ । ଏହି ଦବସରେ ସାରା ଦେଶ ସଂଗ୍ରମୀ ମାନଙ୍କୁ…
Read More...

କେଞ୍ଚିଧାମରେ ଲାଗୁ ହେଲା ଡ୍ରେସକୋର୍ଡ ବ୍ୟବସ୍ଥା: ଫଟୋ ଉଠାଇବା ଉପରେ ବି ଲାଗିଲା ରୋକ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବର୍ତ୍ତମାନ ନୈନିତାଲରେ ଅବସ୍ଥିତ କେଞ୍ଚିଧାମରେ ଡ୍ରେସ କୋଡ୍ ପ୍ରଯୁଜ୍ୟ ହେବ ଏବଂ ମନ୍ଦିର ଭିତରେ ଫଟୋଗ୍ରାଫି କରିବା ମଧ୍ୟ ନିଷେଧ । ଅନୁପଯୁକ୍ତ ପୋଷାକରେ ଆସୁଥିବା ଲୋକଙ୍କୁ ମନ୍ଦିର ଭିତରେ ଅନୁମତି…
Read More...

ଆଜି ଜ୍ଞାନବାପୀରେ ଏଏସଆଇ ସର୍ଭେର ଷଷ୍ଠ ଦିନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶରେ ଜ୍ଞାନବାପୀ ମସଜିଦ୍ କମ୍ପ୍ଲେକ୍ସର ଏଏସଆଇ ସର୍ଭେ କ୍ରମାଗତ ଭାବରେ ଚାଲିଛି । ବୁଧବାର ୯ ଅଗଷ୍ଟ ହେଉଛି ସର୍ଭେର ଷଷ୍ଠ ଦିନ । ନିର୍ଦ୍ଧିଷ୍ଟ ସମୟ…
Read More...

ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ହନୁମାନ ଚାଳିଷା ପାଠ କଲେ ଶିବସେନା ସାଂସଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମୋଦୀ ସରକାରଙ୍କ ବିରୁଦ୍ଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସଂସଦରେ ଆଲୋଚନା ଜାରି ରହିଛି । ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଚାଲିଥିବା ବେଳେ ମଙ୍ଗଳବାର ଶିନ୍ଦେଙ୍କ ନେତୃତ୍ୱାଧୀନ…
Read More...

ଆଜି ନାଗାସାକି ଦିବସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ହେଉଛି ନାକାସାକି ଦିବସ । ଆଜିର ଦିନରେ ଅର୍ଥାତ୍ ୧୯୪୫ ଅଗଷ୍ଟ ୯ ତାରିଖରେ ଜାପାନର ନାଗାସାକି ସହର ଉପରେ ଆମେରିକା ପକାଇଥିବା ପରମାଣୁ ବୋମାର ଭୟଙ୍କର ପରିଣାମକୁ ସ୍ମରଣ କରିବା ଲାଗି ଏହି ଦିବସ…
Read More...

ପୁଣି ଭାରତ ଛାଡ଼ ଆନ୍ଦୋଳନର ଡାକରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ ଛାଡ଼ ଆନ୍ଦୋଳନ ଡାକରାକୁ ପୁରିଛି ୮୧ ବର୍ଷ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଦେଶରେ ଭ୍ରଷ୍ଟାଚାର, ବଂଶବାଦ ଏବଂ ତୁଷ୍ଟିକରଣ ମନୋବୃତ୍ତି…
Read More...

ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘ମେରି ମାଟି-ମେରା ଦେଶ’ ଅଭିଯାନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜିଠୁ ଆରମ୍ଭ ହେବାକୁ ଯାଉଛି ‘ମେରି ମାଟି-ମେରା ଦେଶ’ ଅଭିଯାନ । ‘ଆଜାଦୀ କା ଅମୃତ ମହୋତ୍ସବ’ ଅଧୀନରେ ଆଜିଠାରୁ ‘ମେରି ମାଟି-ମେରା ଦେଶ’ ଅଭିଯାନ ଆରମ୍ଭ ହେବ। ୩୦ଅଗଷ୍ଟ ପର୍ୟ୍ୟନ୍ତ ସମସ୍ତ…
Read More...

ପୁଣି ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ଯାତ୍ରା କରିସାରିବା ପରେ ପୁଣି ଏବେ ଆଉ ଥରେ ଭାରତ ଯୋଡ଼ୋ ଯାତ୍ରା କରିବାକୁ ବାହାରିଛନ୍ତି ରାହୁଲ ଗାନ୍ଧୀ । ନିଜର ପଦଯାତ୍ରାର ଦ୍ୱିତୀୟ…
Read More...

ଅନାସ୍ଥା ପ୍ରସ୍ତାବର ଆଲୋଚନାର ଦ୍ୱିତୀୟ ଦିନ: କମ୍ପିବ ଲୋକସଭା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଆଣିଛନ୍ତି ଅନାସ୍ଥା ପ୍ରସ୍ତାବ । ଏହି ଅନାସ୍ଥା ପ୍ରସ୍ତାବ ଗତକାଲି ସଂସଦରେ ଅଲୋଚନା ହୋଇଥିଲା । ଲୋକସଭାରେ ଅନାସ୍ଥା ପ୍ରସ୍ତାବ ନେଇ…
Read More...

ପିନାକୀଙ୍କୁ ପ୍ରଶଂସା କଲା ବିଜେପି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଲୋକସଭାରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ବିଜେଡି ସାଂସଦଙ୍କ ଅଭିଭାଷଣକୁ ପ୍ରଶଂସା କଲା ବିଜେପି । ପିନାକୀ ମିଶ୍ରଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ । ସେ…
Read More...