Browsing Category

National

ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଆଜି ଶେଷ ମ୍ୟାଚ୍ । ସିରିଜ୍ ୧-୧ରେ ବରାବର ଥିବାରୁ ଭାରତ ପାଇଁ ଏହା ‘କର ବା…
Read More...

ମହାରାଷ୍ଟ୍ରରେ ଖସିଲା କ୍ରେନ୍: ୧୭ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ରରୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ମହାରାଷ୍ଟ୍ରର ଥାନେରେ ଆଜି ସକାଳୁ ଏକ ବଡ ଦୁର୍ଘଟଣା ହୋଇଛି । ବ୍ରିଜ ନିର୍ମାଣ ସମୟରେ କ୍ରେନ ଏବଂ ସ୍ଲାବ ଖସିପଡ଼ିବାରୁ ଦୁର୍ଘଟଣା ଘଟି ୧୭ ଜଣଙ୍କର…
Read More...

ମଣିପୁର ପ୍ରସଙ୍ଗରେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନିର୍ମଳା ସୀତାରମଣ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି, ସରକାର ମଣିପୁର ହିଂସା ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ରାଜି ଅଛନ୍ତି କିନ୍ତୁ…
Read More...

ମଣିପୁର ହିଂସା ଘଟଣା ଅନ୍ୟ ଘଟଣା ସହ ତୁଳନୀୟ ନୁହେଁ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମଣିପୁର ହିଂସାକୁ ନେଇ ଏବେ ସାରା ଦେଶ ଉଠୁଛି ପଡ଼ୁଛି । ଏହାରି ଭିତରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ମଣିପୁର ହିଂସା ମାମଲାର ଶୁଣାଣି ଚାଲିଥିବା ବେଳେ ଆଇନଜୀବୀ ବାଂଶୁରୀ ସ୍ବରାଜ…
Read More...

ଆଜି ସଂସଦରେ ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସଂସଦରେ ମୌସୁମୀ ଅଧିବେଶନ ଚାଲିଛି । ଏହାରିଭ ଭିତରେ ମଙ୍ଗଳବାର (ଅଗଷ୍ଟ ୨)ରେ ଲୋକସଭାରେ ଦିଲ୍ଲୀ ସେବା ବିଲ୍ ଆଗତ ହେବ। ରାଜଧାନୀ ଦିଲ୍ଲୀରେ ଗ୍ରୁପ୍ ଏ ଅଧିକାରୀଙ୍କ ସ୍ଥାନାନ୍ତର-ପୋଷ୍ଟିଂ ଏବଂ…
Read More...

ଆଜି ପୁଣି ମଣିପୁର ହିଂସା ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗତ ତିନି ମାସ ଧରି ମଣିପୁରରେ ଚାଲିଥିବା ହିଂସାତ୍ମକ ଘଟଣା ସମ୍ପର୍କରେ ସୁପ୍ରିମକୋର୍ଟ ମଙ୍ଗଳବାର (ଅଗଷ୍ଟ ୨) ପୁଣି ଶୁଣାଣି କରିବେ। ଅପରାହ୍ନ ୨ ଟାରେ ଏହି ଶୁଣାଣି ହେବ, ଏପର୍ୟ୍ୟନ୍ତ ନିଆଯାଇଥିବା…
Read More...

ଦେଶର ସମସ୍ତ ରାଜ୍ୟରେ କ୍ଷୟକ୍ଷତି ନେଇ ରିପୋର୍ଟ: ୨୦୧୨-୨୦୨୧ ଭିତରେ ବନ୍ୟା ଓ ବର୍ଷା ନେଇଛି ୧୭ ହଜାର ଜୀବନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ୨୦୧୨-୨୦୨୧ ଭିତରେ ବନ୍ୟା ଓ ବର୍ଷା ନେଇଛି ୧୭ ହଜାର ଜୀବନ। କ୍ଷତି ହୋଇଛି ୨ ଲକ୍ଷ ୭୬ ହଜାର କୋଟି। ଗୋଟାଏ ବର୍ଷା ଲୋକଙ୍କ ଜୀବନ ରକ୍ଷାର ମୂଳ ହୋଇଥିବା ବେଳେ ଅନ୍ୟପଟେ ବିପତିର କାରଣ ପାଲଟିଛି।…
Read More...

ଅଧାରାସ୍ତାରୁ ଗାଏବ ହେଲା ୨୦ ଲକ୍ଷ ଟଙ୍କାର ଟମାଟୋ ଭର୍ତ୍ତି ଟ୍ରକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଟମାଟୋ ଦର ଆକାଶଛୁଆଁ ହୋଇଥିବା ବେଳେ ଅଧାରାସ୍ତାରୁ ଗାଏବ ହେଲା ୨୦ ଲକ୍ଷ ଟଙ୍କାର ଟମାଟୋ ଭର୍ତ୍ତି ଟ୍ରକ । ମଧ୍ୟବିତ୍ତ ପରିବାରରେ ତରକାରୀରେ ଟମାଟୋ ଦେଖିବାକୁ ମିଳୁନାହିଁ । ଏହି ସମୟରେ ଚାଷୀ…
Read More...

ମଙ୍ଗଳବାର ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ମଙ୍ଗଳବାର ଆଗତ ହେବ ଦିଲ୍ଲୀ ଅଧ୍ୟାଦେଶ ବିଲ୍। ଦିଲ୍ଲୀର ପ୍ରଶାସନିକ ଅଧିକାରୀଙ୍କ ବଦଳି ସହ ଜଡ଼ିତ ବିଧେୟକ (ନ୍ୟାସନାଲ କ୍ୟାପିଟାଲ ଟେରିଟୋରି ଅଫ ଦିଲ୍ଲୀ (ଆମେଣ୍ଡମେଣ୍ଟ) ବିଲ୍ ୨୦୨୩)  ମଙ୍ଗଳବାର…
Read More...

‘ଜ୍ଞାନବ୍ୟାପୀ ଭିତରେ ତ୍ରିଶୂଳ ଅଛି, ଏହାକୁ ମସ୍‌ଜିଦ କହିବା ଐତିହାସିକ ଭୁଲ୍‌’: ଯୋଗୀ ଆଦିତ୍ୟନାଥ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ଜ୍ଞାନବ୍ୟାପୀ ଭିତରେ ତ୍ରିଶୂଳ ଅଛି, ଏହାକୁ ମସ୍‌ଜିଦ କହିବା ଐତିହାସିକ ଭୁଲ୍‌’ । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜ୍ଞାନବ୍ୟାପୀ ମାମଲାରେ ପ୍ରଥମ ଥର ପାଇଁ ପ୍ରତିକ୍ରିୟା…
Read More...