Browsing Category

National

ଆଜି ଅପରାହ୍ନରେ ପ୍ରକାଶ ପାଇବ ଆଇସିଏସଇର ଦଶମ ଶ୍ରେଣୀ ପରୀକ୍ଷା ଫଳ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପ୍ରକାଶ ପାଇବ ଆଇସିଏସ୍ଇର ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅପରାହ୍ନ ୫ଟାରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି। ଛାତ୍ରଛାତ୍ରୀମାନେ ରୋଲ ନମ୍ବର ଦେଇ ସ୍କୋରକାର୍ଡ ଯାଞ୍ଚ କରିବା…
Read More...

ଉପରମୁହାଁ କରୋନା ଗ୍ରାଫ୍: ୨୪ ଘଣ୍ଟାରେ ୨୦. ୫୨୮ ପଜିଟିଭ୍ ଚିହ୍ନଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ବଢୁଛି କରୋନା ଗ୍ରାଫ୍ । ସଂକ୍ରମିତଙ୍କୁ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୨୦,୫୨୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମଣ ଜାରି…
Read More...

ପାକିସ୍ତାନରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ; ବୈଷୟିକ ତ୍ରୁଟି ହେତୁ ବଦଳିଲା ଗତିପଥ

ସ୍ପାଇସଜେଟ ପରେ ଇଣ୍ଡିଗୋ ବିମାନକୁ ବର୍ତ୍ତମାନ ପାକିସ୍ତାନରେ ଜରୁରୀକାଳୀନ ଅବତରଣ କରାଯାଇଛି। ବୈଷୟିକ ତ୍ରୁଟି ହେତୁ ବିମାନଟି ପାକିସ୍ତାନର କରାଚିରେ ଅବତରଣ କରିଥିବା କୁହାଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ଏଠାରେ ଅବତରଣ…
Read More...

ଛତିଶଗଡ ମନ୍ତ୍ରୀ ଟି.ଏସ୍ ସିଂଦେବ ପଞ୍ଚାୟତ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଦେଲେ ଇସ୍ତଫା; ଆଣିଲେ ଅନେକ ଅଭିଯୋଗ

ଛତିଶଗଡରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଥିବା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଟି.ଏସ୍ ସିଂଦେବ ଶନିବାର ସନ୍ଧ୍ୟାରେ ପଞ୍ଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଇସ୍ତଫା ଦେଇଛନ୍ତି। ସେ ଅନ୍ୟ ବିଭାଗର ଦାୟିତ୍ୱ…
Read More...

ଗୁଜୁରାଟ ଦଙ୍ଗା ଘଟଣାରେ ଏସଆଇଟିର ବଡ଼ ଖୁଲାସା; ନରେନ୍ଦ୍ର ମୋଦୀ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଥିଲେ କଂଗ୍ରେସର…

ଗୁଜୁରାଟ ପୋଲିସ ସାମାଜିକ କାର୍ଯ୍ୟକର୍ତ୍ତା ତିସ୍ତା ସିତାଲବାଦଙ୍କ ଜାମିନ ଆବେଦନକୁ ବିରୋଧ କରିଛି। ସେ ସେ ସମୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ କଂଗ୍ରେସର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ଦ୍ୱାରା…
Read More...

ଜଗଦୀପ ଧନଖଡ ହେବେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ; ଘୋଷଣା କଲେ ଜେପି ନଡ୍ଡା

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ଜଗଦୀପ ଧନଖଡ। ଆଜି ଦିଲ୍ଲୀରେ ବିଜେପି ସଂସଦୀୟ ବୋର୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ନିତିନ ଗଡକରୀ, ରାଜନାଥ ସିଂ,…
Read More...

ରାଷ୍ଟ୍ରପତି ନିର୍ବାଚନ: ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଆପ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ଜୁଲାଇ ୧୮ ତାରିଖରେ ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ। ତେବେ ନିର୍ବାଚନରେ ଆମ୍ ଆଦମୀ ପାର୍ଟି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ…
Read More...

ପୃଥକ ବାୟୁ ପ୍ରତିରକ୍ଷା କମାଣ୍ଡ ଗଠନକୁ ବିରୋଧ କଲେ ବାୟୁସେନା ମୁଖ୍ୟ, ଜାଣନ୍ତୁ କାହିଁକି କହିଲେ ଏହା ଦେଶ ପାଇଁ…

ଦେଶରେ ଅଲଗା ଏୟାର ଡିଫେନ୍ସ କମାଣ୍ଡ ଗଠନକୁ ଏୟାର ଚିଫ୍ ମାର୍ଶଲ ଭି.ଆର ଚୌଧୁରୀ ବିରୋଧ କରିଛନ୍ତି। ବାୟୁସେନା ମୁଖ୍ୟଙ୍କ ଅନୁଯାୟୀ, ଏୟାର ଡିଫେନ୍ସକୁ କାଉଣ୍ଟର ଏୟାର ଅପରେସନ୍ (ଏୟାର ଷ୍ଟ୍ରାଇକ୍) ରୁ ପୃଥକ କରିବା ଦେଶ ପାଇଁ…
Read More...

ଜିଏସଟି ବିରୋଧରେ ଗର୍ଜିଲେ ବ୍ୟବସାୟୀ: ବ୍ୟବସାୟ ବନ୍ଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ମୁଦ୍ରାସ୍ଫୀତି ବିରୋଧରେ ଚାଲିଥିବା ପ୍ରତିବାଦରେ ଆଉ ଏକ ଲିଙ୍କ୍ ଯୋଡା ଯାଇଛି। ଜୁଲାଇ ୧୮ ରୁ ୧୩,୦୦୦ ପଲ୍ସ ମିଲ୍, ୯,୬୦୦ ଚାଉଳ ମିଲ୍, ୮,୦୦୦ ମଇଦା ମିଲ୍ ସହିତ ବିଭିନ୍ନ ଖାଦ୍ୟ ପଦାର୍ଥ…
Read More...

ସାରା ଦେଶରେ ବନ୍ୟା ବିତ୍ପାତ: ମହାରାଷ୍ଟ୍ର, ଗୁଜୁରାଟ, ତେଲେଙ୍ଗାନାରେ ସ୍ଥିତି ଭୟଙ୍କର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ବନ୍ୟା ବିତ୍ପାତ । ସବୁଠି ଖଶଲି ପାଣି ଆଉ ପାଣି । ଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦେଶର ୨୫ଟି ରାଜ୍ୟରେ ଏବେ ପ୍ରବଳ…
Read More...