Browsing Category

National

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା: ଏପଟେ ଚାଲିଛି ସର୍ଚ୍ଚ ଅପରେଶନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅମରନାଥ ଯାତ୍ରାରେ ବାଧକ ସାଜିଛି ବର୍ଷା। କିଛି ଦିନ ହେବ ପ୍ରବଳ ବର୍ଷା ଯୋଗୁ ଅନେକ ସ୍ଥାନରେ ଭୂସ୍ଖଳନ ହୋଇଛି । ଯାହା ଫଲରେ ଅମରନାଥ ଯାତ୍ରା ବନ୍ଦ ରହିଥିଲା । ବଡ଼ ଧରଣର ଭୂସ୍ଖଳନ ଯୋଗୁଁ ନିଖୋଜ…
Read More...

IAC ବିକ୍ରାନ୍ତର ଚତୁର୍ଥ ପରୀକ୍ଷା ସମାପ୍ତ; ସ୍ୱାଧୀନତା ଦିବସରେ ନୌସେନାରେ ଦେବ ଯୋଗ

ଦେଶର ପ୍ରଥମ ସ୍ୱଦେଶୀ ବିମାନ ପରିବହନକାରୀ ବିକ୍ରାନ୍ତ ଚଳିତ ମାସ ଶେଷ ସୁଦ୍ଧା ଭାରତୀୟ ନୌସେନାରେ ଉପଲବ୍ଧ ହେବ। ଏହାପୂର୍ବରୁ ରବିବାର ଦିନ ବିକ୍ରାନ୍ତ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ସମୁଦ୍ର ପରୀକ୍ଷଣ ସମାପ୍ତ କରିବା ପରେ…
Read More...

ଜୁଲାଇ ୩୦ ରେ ପାଟନାରେ ବିଜେପିର ମିଳିତ କାର୍ଯ୍ୟନିର୍ବାହୀ ବୈଠକ; ଜାଣନ୍ତୁ ବିଜେପିର ଯୋଜନା?

ଭାରତୀୟ ଜନତା ପାର୍ଟିର (ବିଜେପି) ସଂଗଠନର ସାଧାରଣ ସମ୍ପାଦକ ବି.ଏଲ୍ ସନ୍ତୋଷ ଦଳର ଜାତୀୟ ମୁଖ୍ୟାଳୟରେ ସମସ୍ତ ଦଳର ସଭାପତିଙ୍କ ସହ ଏକ ବୈଠକ କରିଛନ୍ତି। ଏହି ବୈଠକରେ ଦଳର ସମସ୍ତ ଆଗ ଦଳର ସଭାପତି ଉପସ୍ଥିତ ଥିଲେ। ଏହି…
Read More...

ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ ଭେଟିଲେ କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ; ବିଜେପିରେ ହୋଇପାରନ୍ତି ସାମିଲ

ହରିୟାଣାରେ କଂଗ୍ରେସରୁ ବହିଷ୍କୃତ ହୋଇଥିବା ବିଧାୟକ କୁଲଦୀପ ବିଷ୍ଣୋଇ ଖୁବ ଶୀଘ୍ର ବିଜେପିରେ ଯୋଗଦେବେ ବୋଲି ଅନୁମାନ କରାଯାଉଛି। କାରଣ ସେ ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି…
Read More...

ଜୁଲାଇ ୧୪ରୁ ଆରଏସଏସ୍ ର ଦୁଇ ଦିନିଆ ଚିନ୍ତନ ଶିବିର ଅନୁଷ୍ଠିତ; ୨୦୨୩ କର୍ଣ୍ଣାଟକ ନିର୍ବାଚନ ରଣନୀତି ଉପରେ ହେବ ଆଲୋଚନା

୨୦୨୩ ମସିହାରେ କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଷ୍ଟ୍ରିୟ ସ୍ଵୟମ୍ ସେବକର ସଂଗଠନ (ଆରଏସଏସ) ଜୁଲାଇ ୧୪ ରୁ ୧୫ ପର୍ଯ୍ୟନ୍ତ ଏକ ଚିନ୍ତନ ଶିବୀର ଆୟୋଜନ କରିବାକୁ ଯାଉଛି। ଏହି ଦୁଇ ଦିନିଆ…
Read More...

ତିହାର ଜେଲରେ ସୁକେଶ ଚନ୍ଦ୍ରଶେଖରଙ୍କୁ ସୁବିଧା ସୁଯୋଗ ଯୋଗାଇବା ଘଟଣାରେ EOW ର ଯାଞ୍ଚ; ୮୨ କର୍ମଚାରୀଙ୍କ ନାଁ ରେ…

ଟଙ୍କା ହେରଫେର ଏବଂ ବହୁ ଲୋକଙ୍କୁ ଠକିବା ଅଭିଯୋଗରେ ସୁକେଶ ଚନ୍ଦ୍ରଶେଖର ତିହାର ଜେଲରେ କାରାଗାରରେ ଅଛନ୍ତି। ବର୍ତମାନ, ତିହାର ଜେଲ ଭିତରେ କୌଣସି ପ୍ରକାରର ଦଣ୍ଡ ଭୋଗିବେ ପରିବର୍ତ୍ତେ, ଠକ ସୁକେଶ ଚନ୍ଦ୍ରଶେଖର ସମ୍ପୂର୍ଣ୍ଣ…
Read More...

ଶ୍ରୀଲଙ୍କା ସଙ୍କଟ: ବୁଧବାର ଇସ୍ତଫା ଦେବେ ରାଷ୍ଟ୍ରପତି ଗୋଟାବାୟା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶ୍ରୀଲଙ୍କାରେ ପରିସ୍ଥିତି ଦିନକୁ ଦିନ ଅଣାୟତ ହେବାକୁ ଯାଉଛି । ଏହାରି ଭିତରେ ଶ୍ରୀଲଙ୍କାର ଜନତା ରଜରାସ୍ତାରେ ଜୋରଦାର ବିକ୍ଷୋଭ କରୁଛନ୍ତି । ଶେଷରେ ରାଷ୍ଟ୍ରପତିଙ୍କୁ ଅଣ୍ଡରଗ୍ରାଉଣ୍ଡ ହେବାକୁ…
Read More...

ମହାରାଷ୍ଟ୍ର ପରେ ଗୋଆ ପାଳି: ବିଜେପିରେ ଯୋଗ ଦେଇପାରନ୍ତି କଂଗ୍ରେସର ୯ ବିଧାୟକ, ଚିନ୍ତାରେ କଂଗ୍ରେସ

ମହାରାଷ୍ଟ୍ର ପରେ ଏବେ ଗୋଆରେ ରାଜନୈତିକ ଉତ୍ତେଜନା ଦେଖାଦେଇଛି। ଏଠାରେ କଂଗ୍ରେସ ଦଳ ଭାଙ୍ଗିବାକୁ ଯାଉଛି। କୁହାଯାଉଛି ଯେ ଦଳର ୯ ଜଣ ବିଧାୟକ ବିଜେପିରେ ଯୋଗ ଦେଇ ପାରନ୍ତି। ବର୍ତ୍ତମାନ କ୍ରୋଧିତ ବିଧାୟକମାନଙ୍କୁ ମନାଇବା…
Read More...

ବୋରିସ ଜନସନଙ୍କ ଇସ୍ତଫା ପରେ କ’ଣ ହେବ ଭାରତ-ବ୍ରିଟେନ୍ ସମ୍ପର୍କ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବ୍ରିଟେନରେ ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ଅସ୍ଥିରତା ଜନସନଙ୍କ ଇସ୍ତଫା ଘୋଷଣା ସହିତ ଶେଷ ହୋଇଛି। ଏହା ବ୍ରିଟେନରେ ଜଣେ ନୂତନ ପ୍ରଧାନମନ୍ତ୍ରୀଙ୍କ ପାଇଁ କିଛି ମାସ ମଧ୍ୟରେ ବାଟ ଖୋଲିଛି।…
Read More...

ଖସୁନି କରୋନା ଗ୍ରାଫ୍: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮,୨୭୫ ପଜିଟିଭ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଉପରମୁହାଁ କରୋନା ଗ୍ରାଫ୍ । ପ୍ରତ୍ୟେକ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଆଉ ୧୮ହଜାର ୨୫୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ…
Read More...