Browsing Category

National

କଂଗ୍ରେସ ଅନ୍ତଃକନ୍ଦଳକୁ ଉଗ୍ର କରିବ ରାଜ୍ୟସଭା ନିର୍ବାଚନ, ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଖୁବ୍ ଶିଘ୍ର ଖାଲି ହେବ ଦେଶର ୧୫ଟି ରାଜ୍ୟର ୫୭ ରାଜ୍ୟସଭା ଆସନ । ଏଥିପାଇଁ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ନାମାଙ୍କନ ପତ୍ର ଦାଖଲ କରିବା ପ୍ରକ୍ରିୟା…
Read More...

ଶ୍ରୀଲଙ୍କା ଭଳି ଦେବାଳିଆ ହେବ ପାକିସ୍ତାନ: ନାହିଁ ଅର୍ଥ ଓ ଇନ୍ଧନ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରାୟ ବର୍ଷେ ଧରି ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ସମସ୍ୟା ହ୍ରାସ ପାଇବା ପରିବର୍ତ୍ତେ ବୃଦ୍ଧି ପାଉଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ସମସ୍ୟାକୁ ଆହୁରି ବଢାଇ ଦେଇଛି।…
Read More...

ଜାପାନରେ କ୍ୱାଡ୍ ସମ୍ନିଳନୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନରେ ଅନୁଷ୍ଠିତ ହୋଇଛି ବିଶ୍ୱର ୪ ପ୍ରମୁଖ ରାଷ୍ଟ୍ରଙ୍କ କ୍ୱାଡ୍ ସମ୍ନିଳନୀ । ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟଙ୍କ ମଧ୍ୟରେ ବୈଠକ ହୋଇଛି । ବୈଠକ ଆରମ୍ଭରେ…
Read More...

ବିଶ୍ୱ ଅର୍ଥନୈତିକ ଫୋରମ୍ ୨୦୨୨; ଭାରତରେ WHO ର କୋଭିଡ-୧୯ ରିପୋର୍ଟ ଉପରେ ନିରାଶ ପ୍ରକାଶ କରିଛନ୍ତି କେନ୍ଦ୍ର…

ବିଶ୍ୱ ଅର୍ଥନୈତିକ ଫୋରମ୍ (WEF) ରେ ଯୋଗଦେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ବର୍ତ୍ତମାନ ତାଙ୍କର କିଛି କ୍ୟାବିନେଟ୍ ସହକର୍ମୀଙ୍କ ସହ ଜେନେଭାରେ ଅଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟରେ…
Read More...

ଗ୍ରାହକଙ୍କ ପାଇଁ ଆଶ୍ବସ୍ତିକର ଖବର, ସୋରିଷ ତେଲର ହେଲା ମୂଲ୍ୟ ହ୍ରାସ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଗ୍ରାହକଙ୍କ ପାଇଁ ଆଶ୍ବସ୍ତିକର ଖବର ଦେବାକୁ  ଯାଉଛନ୍ତି  କେନ୍ଦ୍ର ସରକାର।  ମହଙ୍ଗା ମାଡ ଭିତରେ ସାଧାରଣ ଲୋକ କିଛି ମାତ୍ରାରେ ରିହାତି ପାଇବାକୁ ଯାଉଛନ୍ତି । ଦୁଇ ଦିନ ତଳେ ସରକାର ପେଟ୍ରୋଲ ଏବଂ…
Read More...

ଭବିଷ୍ୟତକୁ ନେଇ ଆଶାବାଦୀ ନୂଆ ଭାରତ: ନରେନ୍ଦ୍ର ମୋଦୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟୋକିଓରେ ସେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, ଭାରତରେ ଆଜି ଜନତାଙ୍କ ନେତୃତ୍ୱର ସରକାର ପରିଚାଳିତ ହେଉଛି । ଏଠିକାର…
Read More...

ଆଇଏସଆଇ ଟାର୍ଗେଟରେ ପଞ୍ଜାବ ରେଲୱେ ଲାଇନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଇଣ୍ଟର ସର୍ଭିସ ଇଣ୍ଟେଲିଜେନ୍ସ(ଆଇଏସଆଇ) ଭାରତ ବିରୋଧରେ ରଚୁଛି ଷଡଯନ୍ତ୍ର। ଭାରତୀୟ ଗୁଇନ୍ଦା ସଂସ୍ଥାକୁ ଏହାର ସଙ୍କେତ ମିଳିଛି। ଆଇଏସଆଇ ପଞ୍ଜାବ ଏବଂ ଆଖପାଖର…
Read More...

ଇଲେକ୍ଟ୍ରିକ୍ ବସକୁ ଗ୍ରୀନ ସିଗନାଲ୍ ଦେଲେ ଦିଲ୍ଲୀ ସରକାର; ମଙ୍ଗଳବାର ଠାରୁ ଗଡିବ ବସ, ତିନି ଦିନ ମାଗଣାରେ ଯାତ୍ରା…

ରାଜଧାନୀର ଲକ୍ଷ ଲକ୍ଷ ଯାତ୍ରୀଙ୍କ ପରିବହନକୁ ଦୃଷ୍ଟିରୁ ଦିଲ୍ଲୀ ସରକାର ଏକ ନୂତନ ଉପହାର ଦେବାକୁ ଯାଉଛନ୍ତି। ଦିଲ୍ଲୀର କେଜ୍ରିୱାଲ ସରକାର ଆସନ୍ତାକାଲି ଅର୍ଥାତ୍ ମଙ୍ଗଳବାର ଦିନ ପ୍ରାୟ 150 ଟି ଇଲେକ୍ଟ୍ରିକ୍ ବସ୍ ଫ୍ଲାଗ୍…
Read More...

ଖୁବଶୀଘ୍ର ସାରି ଦିଅନ୍ତୁ ବ୍ୟାଙ୍କ୍ କାମ: ଜୁନରେ ୧୨ ଦିନ ବନ୍ଦ ବ୍ୟାଙ୍କ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆପଣ ଜୁନ୍ ମାସରେ କିଛି ବ୍ୟାଙ୍କ କାମ କରିବାର ଯୋଜନା ରଖିଛନ୍ତି କି ? ଯଦି ହଁ, ତେବେ ଏହି ଖବରଟି ନିହାତି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨୦୨୨ ଜୁନ୍ ମାସ…
Read More...

ବିହାର ବିଧାୟକଙ୍କ ଉପରେ କଟକଣା: ରାଜ୍ୟ ବାହାରକୁ ଯିବା ମନା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିହାର ରାଜନୀତିରେ ହଇଚଇ। ନୀତୀଶ ସରକାରରେ ଘଡିକେ ଘୋଡା ଛୁଟୁଛି । କେତେବେଳେ କ’ଣ ହେବ କହି ହେବନାହିଁ। ତେଣୁ ବିଧାୟକଙ୍କ ଉପରେ କଟକଣା ଲଗାଇଛନ୍ତି ଜେଡିୟୁ ସରକାର। ଜାରି ହୋଇଛି ୭୨ ଘଣ୍ଟିଆ…
Read More...