Browsing Category

National

୧୫ ଜୁନରୁ ରାଜ୍ୟରେ ଲାଗୁ ହେବ ଲଭ-ଜିହାଦ ଆଇନ, ଦୋଷୀଙ୍କୁ ମିଳିବ ଏଭଳି ଦଣ୍ଡ

ଲଭ-ଜିହାଦର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ଦେଶର ଆଉ ଏକ ରାଜ୍ୟ ଏହା ବିରୋଧରେ ଆଇନ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି । ଧର୍ମ ପରିବର୍ତ୍ତନ, ଧୋକାରେ ବିବାହ କରିବା ମାମଲା ବଢୁଥିବାକୁ ଦେଖି ଗୁଜରାଟରେ ବି ଲଭ-ଜିହାଦ…
Read More...

କରୋନାର ଦ୍ୱିତୀୟ ଲହର ପରି ତୃତୀୟ ମଧ୍ୟ ଭୟଙ୍କର ହେବ: ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି, ସମସ୍ତେ ସଂକ୍ରମିତ ହେବେ

ଦେଶର ମହାମାରୀ କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ତେବେ କିଛି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଉ କିଛି ରାଜ୍ୟରେ ଏବେ ବି ବଢ଼ିବାରେ ଲାଗିଛି । ଓଡ଼ିଶାରେ ମଧ୍ୟ ଅନୁରୂପ ଅବସ୍ଥା…
Read More...

କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଦୁଇ ଦିନ ବିଳମ୍ୱରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କରେଳ ଛୁଇଁଛି। ଆଇଏମଡି ଏହି ସୂଚନା ଦେଇଛି। ଏହାର ପ୍ରଭାବରେ କେରଳରେ ବର୍ଷା ଆରମ୍ଭ ହୋଇଛି। ଏହାର ୧୦-୧୨ ଦିନ ପରେ ଓଡ଼ିଶାରେ ଏହି ମୌସୁମୀ ବାୟୁ ପହଞ୍ଚିବ ବୋଲି ଆକଳନ…
Read More...

ଦ୍ୱିତୀୟ ମେଡ-ଇନ୍ ଇଣ୍ଡିଆ ଟିକା ପାଇଁ କେନ୍ଦ୍ର ପକ୍ଷରୁ ହେଲା ଡିଲ୍, ବୁକ୍ ହୋଇଛି ୩୦ କୋଟି ଡୋଜ୍

ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ହେଲେ ଟିକାର ଅଭାବ କାରଣରୁ ଅନେକ ନାଗରିକ ବର୍ତ୍ତମାନ ଟିକା ନେଇପାରିନାହାନ୍ତି । ତେବେ ଟିକାର ଅଭାବକୁ ଦୂର କରିବା ପାଇଁ କେନ୍ଦ୍ର ସରକାର ଟିକାକରଣର ପ୍ରକ୍ରିିୟାକୁ…
Read More...

କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ଏମ୍ସରେ ହେଲେ ଭର୍ତ୍ତି

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିଆଲ୍‌ ନିଶଙ୍କଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ଆଜି ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି । ଡ. ନଶଙ୍କ କିଛି ଦିନ ତଳେ କୋଭିଡରୁ ସୁସ୍ଥ ହୋଇ ଫେରିଥିଲେ ।  କୋଭିଡ୍‌ ପରବର୍ତ୍ତୀ…
Read More...

କୋରୋନା କାୟା ରେ ମୁଖ୍ଯମନ୍ତ୍ରୀ

ଦେଶରେ କୋରୋନା ସଙ୍କଟ ଦିନ କୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି। ଦେଶରେ ପ୍ରତିଦିନ ଏହି ମହାମାରୀ ନିଜର ଭୟଙ୍କର ରୂପ ଦେଖେଇ ସଂକ୍ରମଣ ସଂଖ୍ୟା ବଢେଇଚାଲିଛି। ବର୍ତ୍ତମାନ ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା ସଂକ୍ରମିତ…
Read More...

ଆସନ୍ତାକାଲି ୪୫ ହଜାର ଶିକ୍ଷାନୁଷ୍ଠାନ ସହ ଅନ୍‌ଲାଇନ୍ ଆଲୋଚନା କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ

କରୋନା ମହାମାରୀ ଏବଂ ଲକ୍‌ଡାଉନ୍ ଯୋଗୁଁ ଶିକ୍ଷା ଗ୍ରହଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଛାତ୍ରଛାତ୍ରୀଙ୍କ ଶିକ୍ଷା ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଯିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଦେଶର ଉଚ୍ଚ ଶିକ୍ଷା ବିଭାଗର…
Read More...

ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 1981କୁ ବୃଦ୍ଧି

୦୯.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ଘଟିବାରେ ଲାଗିଛି l କେନ୍ଦ୍ର ସ୍ୱାସ୍ଥ୍ୟ ଓ…
Read More...

ସ୍କୁଲ ଖୋଲିଲେ ଲାଗୁ କରାଯାଇପାରେ ଯୁଗ୍ମ ଅଯୁଗ୍ମ ବ୍ୟବସ୍ଥା

୦୮.୦୫.୨୦୨୦ (ଓଡ଼ିଆ ନ୍ୟୁଜ ବ୍ୟୁରୋ) :ମହାମାରୀ କରୋନା ଭାଇରସ୍ ଠାରୁ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର / ରାଜ୍ୟ ସରକାର ବିଦ୍ୟାଳୟ ଗୁଡିକୁ ଛୁଟି ଘୋଷଣା କରିଛନ୍ତି l ପିଲା ମାନଙ୍କ ସ୍ୱାସ୍ଥ୍ୟ କୁ ଗୁରୁତ୍ଵ…
Read More...

ଭାରତୀୟ ବାୟୁସେନାର ବିମାନ ମିଗ୍ 29 ଦୁର୍ଘଟଣାଗସ୍ତ

୦୮.୦୫.୨୦୨୦ ( ଓଡ଼ିଆ ନ୍ୟୁଜ ବ୍ୟୁରୋ) : ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ମିଗ୍ 29 ପଞ୍ଜାବ ରେ ଦୁର୍ଘଟଣା ହୋଇଛି l ଶୁକ୍ରବାର ପଞ୍ଜାବର ନୱସହର ଜିଲ୍ଲା ଅନ୍ତର୍ଗତ ଚୁହାଡପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି l…
Read More...