Browsing Category

National

ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲରେ ରାମ ରହିମ

ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ନିର୍ବାଚନ ପୂର୍ବରୁ ୩୦ ଦିନିଆ ପାରୋଲରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁନାରିଆ ଜେଲରେ ଦଣ୍ଡ ଭୋଗୁଥିବା ସିରସା ଡେରା ମୁଖ୍ୟ ରାମ ରହିମ। ନବମ ଥର ପାଇଁ ସେ ପାରୋଲରେ ଜେଲରୁ ବାହାରିଛନ୍ତି। ଦିଲ୍ଲୀ…
Read More...

ଓ୍ୱାକଫ୍ ସଂଶୋଧନ ବିଲକୁ ଜେପିସିର ମଂଜୁରୀ

ଓଡ଼ିଶା ନ୍ୟୁଜ୍: ଓ୍ୱାକଫ୍ ସଂଶୋଧନ ବିଲକୁ ମଂଜୁରୀ ପ୍ରଦାନ କଲା ସଂସଦର ଯୁଗ୍ମ କମିଟି (ଜେପିସି)। ସୋମବାର ଓ୍ଵାକଫ୍ ବିଲରେ ହୋଇଥିବା ପରିବର୍ତ୍ତନକୁ ଜେପିସି ଅନୁମୋଦନ କରିଛି। ସୋମବାର ବସିଥିବା ଚୂଡ଼ାନ୍ତ ବୈଠକରେ ସମସ୍ତ…
Read More...

ସମାନ ନାଗରିକ ସଂହିତା ଲାଗୁ କଲା ଉତ୍ତରାଖଣ୍ଡ

ଓଡ଼ିଶା ନ୍ୟୁଜ୍: ଦେଶର ପ୍ରଥମ ରାଜ୍ୟ ଭାବେ ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିଛନ୍ତି ଉତ୍ତରାଖଣ୍ଡ ସରକାର। ସୋମବାର ଦିନ ଏହାକୁ ଲାଗୁ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ଏହା…
Read More...

ପଶ୍ଚିମବଙ୍ଗରେ ସନ୍ତ୍ରଗାଛି ଏବଂ ଶାଲିମା ଟ୍ରେନ ଦୁର୍ଘଟଣାଗ୍ରସ୍ତ

ଓଡ଼ିଆ ନ୍ୟୁଜ୍ : ପଶ୍ଚିମବଙ୍ଗରେ ସନ୍ତ୍ରଗାଛି ଏବଂ ଶାଲିମା ଟ୍ରେନ ଦୁର୍ଘଟଣାଗ୍ରସ୍ତ।  ରବିବାର ୨ଟି ଟ୍ରେନ ପରସ୍ପର ସହ ଧକ୍କା ହେବା ଫଳରେ ୩ଟି ବଗି ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା…
Read More...

କମ୍ପାନିକୁ ସମର୍ଥନ କରୁଥିଲେ ଦଣ୍ଡ ଦେବାକୁ କହିଲେ ନକ୍ସଲ

ଓଡ଼ିଆ ନ୍ୟୁଜ୍: କମ୍ପାନିକୁ ସମର୍ଥନ କରୁଥିଲେ ଦଣ୍ଡ ଦେବାକୁ କହିଲେ ନକ୍ସଲ। ସୀମାନ୍ତ ମାଓ ସଂଗଠନର ବସ୍ତର ଡିଭିଜନାଲ କମିଟି ପକ୍ଷରୁ ନିକୋ କମ୍ପାନିକୁ ସାହାଯ୍ୟ କରୁଥିବା ଦଲାଲମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଜନସାଧାରଣଙ୍କୁ…
Read More...

୨୦୨୫ ପାଇଁ ଘୋଷଣା ହେଲା ପଦ୍ମ ପୁରସ୍କାର

ଓଡ଼ିଆ ନ୍ୟୁଜ୍: ୨୦୨୫ ପାଇଁ କେନ୍ଦ୍ର ସରକାର ଘୋଷଣା ହେଲା ପଦ୍ମ ପୁରସ୍କାର। ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ମଧ୍ୟରୁ ଅନ୍ୟତମ। ଡ. ନୀରଜା ଭଟଲା, ଭୀମ ସିଂ ଭବେଶ, ପି…
Read More...

୧ ଟଙ୍କା କମିଲା ଅମୁଲ କ୍ଷୀର ମୂଲ୍ୟ

ଓଡ଼ିଆ ନ୍ୟୁଜ୍: ୧ ଟଙ୍କା କମିଲା ଅମୁଲ କ୍ଷୀର ମୂଲ୍ୟ। ସାରା ଦେଶରେ କ୍ଷୀରର ମୂଲ୍ୟରେ ଟଙ୍କାଟେ ହ୍ରାସ ପାଇଛି।। ଅମୁଲ ଗୋଲ୍ଡ, ଅମୁଲ ତାଜା ଏବଂ ଅମୁଲ ଟି ସ୍ପେଶାଲ ୧ କେଜି ପ୍ୟାକ୍‌ କ୍ଷୀରରେ ଏହି ଦର ହ୍ରାସ ଲାଗୁ…
Read More...

ଦିନକୁ ଦିନ ସହନଶୀଳତା ଭୁଲୁଛି ମଣିଷ, ଋଣ ସୁଝି ପାରିଲେନି ବୋଲି ଲଣ୍ଡା କରିଦେଲେ

ଓଡ଼ିଆ ନ୍ୟୁଜ୍: ଦିନକୁ ଦିନ ସହନଶୀଳତା ଭୁଲୁଛି ମଣିଷ। ଋଣ ସୁଝି ପାରିଲେନି ବୋଲି ଲଣ୍ଡା କରିଦେଲେ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତ୍ରିପୁରାରେ। ତ୍ରିପୁରାର ସେପାହିଜାଲା ଜିଲ୍ଲାର ବିଶାଳଗଡ଼ର ଲାଲସିଂମୁରା ଅଞ୍ଚଳର…
Read More...

ସଂସଦୀୟ କମିଟି ସଦସ୍ୟତାରୁ ୧୦ ଏମ୍‌ପି ନିଲମ୍ବିତ

ଓଡ଼ିଆ ନ୍ୟୁଜ୍: ଶୁକ୍ରବାର ୱାକଫ ସଂଶୋଧନ ବିଲ ଉପରେ ସଂସଦୀୟ କମିଟି ବୈଠକରେ ହୋଇଛି ପ୍ରବଳ ହଟ୍ଟଗୋଳ। ହଟ୍ଟଗୋଳ ଥମି ନଥିବା ଦେଖି, କମିଟିର ୧୦ ଜଣ ଏମ୍‌ପିଙ୍କୁ ପୂରା ଦିନ ପାଇଁ କମିଟିର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା।…
Read More...

ବର୍ବରତାର ସବୁ ସୀମା ଟପିଲେ ସେନା କର୍ମଚାରୀ, ସ୍ତ୍ରୀଙ୍କୁ ମାରି କୁକରରେ ରାନ୍ଧିଲେ

ଓଡ଼ିଆ ନ୍ୟୁଜ୍: ତେଲଙ୍ଗାନାର ରଙ୍ଗାରେଡ୍ଡୀ ଜିଲାରେ ବର୍ବରତାର ସବୁ ସୀମା ଟପିଲେ ସେନା କର୍ମଚାରୀ। ପୂର୍ବତନ ସେନା କର୍ମଚାରୀ ଗୁରୁ ମୂର୍ତ୍ତି (୪୫) ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କୁକରରେ…
Read More...