Browsing Category

#Odianews

ଗଭୀର ଅବପାତର ରୂପ ନେଲା ଲଘୁଚାପ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତର ରୂପ ନେଲା । ଗତ ୬ ଘଣ୍ଟାରେ ୧୮ କିମି ବେଗରେ ଉତ୍ତରପୂର୍ବ ଦିଗକୁ ଗତି କରୁଛି । ଦକ୍ଷିଣ…
Read More...

ଆଜି ବିଶ୍ୱକପର ଦ୍ୱିତୀୟ ସେମିଫାିନାଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ବିଶ୍ୱକପର ଦ୍ୱିତୀୟ ସେମିଫାିନାଲ । କୋଲକତାର ଇଡେନ ଗାର୍ଡେନ୍ସଠାରେ ଖେଳାଯିବ ଏହି ମ୍ୟାଚ । ଫାଇନାଲରେ ପ୍ରବେଶ ପାଇଁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଦ୍ୟରେ ହେବ ଘମାଘୋଟ ଲଢେଇ ।…
Read More...

ପୁଣି ଟ୍ରେନରେ ଲାଗିଲା ନିଆଁ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ପୁଣି ଟ୍ରେନରେ ଲାଗିଲା ନିଆଁ । ନୂଆଦିଲ୍ଲୀ-ଦରଭଙ୍ଗା ସୁପରଫାଷ୍ଟ ଏକ୍ସପ୍ରେସ ପରେ ଗତକାଲି(ବୁଧବାର) ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ଇଟାୱା ଠାରେ ଆଉ ଏକ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି ।…
Read More...

ଫାଇନାଲରେ ଭାରତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ଅପରାଜେୟ ଭାରତ । ଚଳିତ ବିଶ୍ୱକପରେ ଲଗାତର ୧୦ ରୁ ୧୦ ମ୍ୟାଚ ଜିତି ନିଜ ରେକର୍ଡକୁ ଉନ୍ନତ କରିଛି । ୨୦୧୯ ବିଶ୍ୱକପ ଭଳି ଏଥର ସେମି-ଫାଇନାଲରେ ଝୁଣ୍ଟିନି ଭାରତ । ବୁଧବାର ମୁମ୍ବାଇର ୱାଙ୍ଖେଡେ…
Read More...

ବିରାଟଙ୍କ ବିଶ୍ୱ ରେକର୍ଡରେ ସଚିନଙ୍କ ଖୁସି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):   ବିଶ୍ୱ କ୍ରିକେଟର ଲୋକପ୍ରିୟ ଚେହେରା ବିରାଟ କୋହଲି । ତାଙ୍କ ନାଁରେ ରେକର୍ଡ ପରେ ରେକର୍ଡ । ହେଲେ ଯେବେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା କଥା ଆସେ, ତାହା ସ୍ୱତନ୍ତ୍ର…
Read More...

ସାଧାରଣ ଜନତାଙ୍କ ସ୍ୱର ଗଣମାଧ୍ୟମ; ଜାତୀୟ ପ୍ରେସ ଦିବସ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଗଣତାନ୍ତ୍ରିକ ସମାଜରେ ଏକ ମୁକ୍ତ ତଥା ଦାୟିତ୍ଵପୂର୍ଣ୍ଣ ଗଣମାଧ୍ୟମର ଗୁରୁତ୍ୱକୁ ପାଳନ କରିବା ପାଇଁ ପ୍ରତିବର୍ଷ ନଭେମ୍ବର 16 ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଏ। ଦେଶର ସମ୍ବାଦ ଗଣମାଧ୍ୟମ ପାଇଁ…
Read More...

ଆମ ଆଦମୀ ପାର୍ଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆମ ଆଦମୀ ପାର୍ଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ | ପାଟକୁରା ନିର୍ବାଚନ ମଣ୍ଡଳୀର ମାହାଳ ବାବାମଣ୍ଡପ ଠାରେ ଆମ ଆଦମୀ ପାର୍ଟିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି  | ୨୦୨୪ ନିର୍ବାଚନ କୁ ଆଖି…
Read More...

ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ; ସରିଲା ପ୍ରଚାର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମଧ୍ୟପ୍ରଦେଶ-ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ଆଜି ସରିବ ପ୍ରଚାର । ନଭେମ୍ବର 17 ରେ ମଧ୍ୟପ୍ରଦେଶର 230ଟି ବିଧାନସଭା ଆସନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଛତିଶଗଡରେ 70ଟି ଆସନ…
Read More...

ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମନ୍ଦିର ନାଟମଣ୍ଡପ ଓ ଜଗମୋହନ ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । ଆସନ୍ତାକାଲିଠାରୁ ନାଟମଣ୍ଡପ ମରାମତି ଲାଗି ନିର୍ଦ୍ଦେଶ । ଏହା ସହ ଜଗମୋହନ ମରାମତି ମଧ୍ୟ କରାଯିବ । ଆସନ୍ତାକାଲିଠାରୁ…
Read More...

ହକି ପରେ ଫୁଟବଲରେ ଚମକିବ ଓଡ଼ିଶା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ହକି ପରେ ଫୁଟବଲରେ ଚମକିବ ଓଡ଼ିଶା। ନଭେମ୍ବର ୨୧ରେ ଭୁବନେଶ୍ବରଲେ ପ୍ରତିଷ୍ଠା ହେବ ଅଲ୍ ଇଣ୍ଡିଆ ଫୁଟବଲ୍ ଫେଡେରସନ୍-AIFF- ଫିଫା ଏକାଡେମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫୁଟବଲର ବିକାଶ ପାଇଁ…
Read More...