Browsing Category

Politics

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଖୁବ୍ ଶୀଘ୍ର ଆସିପାରେ ଇଡିର ଡାକରା ! ଜାଣନ୍ତୁ କାହିଁକି

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାରଙ୍କୁ ଖୁବ୍ ଶୀଘ୍ର ଇଡିର ଡାକରା ଆସିପାରେ। ଅର୍ଥ ହେରଫେର ମାମଲାରେ ଶିବକୁମାର ଏବଂ ଅନ୍ୟମାନଙ୍କ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଏକ ଚାର୍ଜସିଟ ଦାଖଲ କରିଛି।…
Read More...

ମମତାଙ୍କ ମାଷ୍ଟର ପ୍ଲାନ୍‌, ହ୍ରାସ ହେବ ଧନକଡ଼ଙ୍କ ଦାୟିତ୍ୱ

କୋଲକାତା(ଓଡ଼ିଆ ନ୍ୟୁଜ୍ ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବିବାଦ ପଶ୍ଚିମବଙ୍ଗ ରାଜନୀତିକୁ ସର୍ବଦା ସରଗରମ କରି ରଖିଆସିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କ ମଧ୍ୟରେ କଥା କଟାକଟି…
Read More...

ଜଳୁଛି ଇସଲାମାବାଦ୍: ପୁନଃ ନିର୍ବାଚନ ଦାବି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜଳୁଛି ପାକିସ୍ତାନ, ବିଗୁଡ଼ୁଛି ସ୍ଥିତି । ଇସଲାମାବାଦରେ ତହେରିକ-ଏ-ଇନ୍ସାଫ୍ ପକ୍ଷରୁ ଇମ୍ରାନଙ୍କ ରାଲି । ଦେଶରେ ପୁଣି ନିର୍ବାଚନ ଘୋଷଣା କରିବାକୁ ଦାବି । ପାକିସ୍ତାନରେ ହିଂସା । ଆତଙ୍କବାଦୀ…
Read More...

ଶିକ୍ଷା ବିଭାଗ ଓ OPSCକୁ UGCର ଚେତାବନୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସ୍ସିକୁ ଚିଠି ଲେଖି ତାଗିଦ୍ କଲା ୟୁଜିସି । ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍ ୨୦୨୦ର ଉଲ୍ଲଂଘନକୁ ନେଇ ୟୁଜିସି ରାଜ୍ୟ ଶିକ୍ଷା ବିଭାଗ ଓ ଓପିଏସସିକୁ ଏକ ତାଗିଦ୍…
Read More...

ରାଜ୍ୟସଭା ନିର୍ବାଚନ ପାଇଁ ୧୪ ସେଟ୍ ଫର୍ମ ବିକ୍ରି, କେବଳ ବିଜେଡି କିଣିଲା ୧୨ ସେଟ୍

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଚଳିତ ରାଜ୍ୟସଭା ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ ୪ ଆସନ ବିଜେଡି ଖାତାକୁ ଆସିବା ନିଶ୍ଚିତ । ତେବେ ନବୀନ କାହା ଉପରେ ଆସ୍ଥାପ୍ରକଟ କରିବେ ସେନେଇ ରାଜନୈତିକ ମହଲରେ କାଉନଡାଉନ ଆରମ୍ଭ ହୋଇଯାଇଛି ।…
Read More...

ହିଟଲର ଶାସନ ଠାରୁ ଅଧିକ ଖରାପ ବିଜେପି ଶାସନ: ମମତା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିଦିଙ୍କ ଟାର୍ଗେଟରେ ବିଜେପି । ହିଟଲର ଶାସନ ଠାରୁ ଅଧିକ ଖରାପ ବିଜେପିର ଶାସନ । ସୋମବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ମମତା ବାନାର୍ଜୀ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ…
Read More...

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଜୁନ୍ ୧୩ରେ ଉପ-ନିର୍ବାଚନ

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍‌): ରାଜ୍ୟସଭା ଉପନିର୍ବାଚନ ପାଇଁ ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ନାମାଙ୍କ ଦାଖଲ ପ୍ରକ୍ରିୟା ଆଜିଠୁ ଜୁନ୍ ୨ ଯାଏଁ ଜାରି ରହିବ । ସେହିପରି ଜୁନ୍ ୩ ତାରିଖରେ…
Read More...

ବିଜେପିରେ ଯୋଗ ଦେବେ କି ହାର୍ଦ୍ଦିକ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ଜାତାୟ କଂଗ୍ରେସକୁ ବିଗତ ପାଞ୍ଚ ମାସ ମଧ୍ୟରେ ବଡ଼ ଝଟକା ଲାଗିଛି । ହାତ ଛାଡ଼ିଛନ୍ତି ଅନେକ ବରିଷ୍ଠ କଂଗ୍ରେସ ନେତା । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ କଂଗ୍ରେସ ଛାଡିବା ପରେ…
Read More...

ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ କୁମାର ବିଶ୍ୱାସ ଓ କହ୍ନେୟା କୁମାର !

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଜସ୍ଥାନରୁ ରାଜ୍ୟସଭାକୁ ଯାଇପାରନ୍ତି କୁମାର ବିଶ୍ୱାସ ଓ କହ୍ନେୟା କୁମାର । ରାଜସ୍ଥାନର ସିରୋହି ବିଧାନସଭା ଆସନରୁ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ରାଜନୈତିକ ପରାମର୍ଶଦାତା ସଂଯମ…
Read More...

ଜୁନ ୨୩ ରେ ୩ଟି ​​ଲୋକସଭା ଏବଂ ୭ ଟି ବିଧାନସଭା ଆସନ ପାଇଁ ହେବ ଉପ-ନିର୍ବାଚନ; ଇଲେକ୍ସନ କମିଶନଙ୍କ ଘୋଷଣା

ତିନୋଟି ଲୋକସଭା ଏବଂ ସାତଟି ବିଧାନସଭା ଆସନରେ ଉପ-ନିର୍ବାଚନ ପାଇଁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଜୁନ୍ ୨୩ ରେ ଭୋଟ୍ ଦିଆଯିବ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ଭୋଟ୍ ଗଣନା ୨୬ ଜୁନରେ ହେବ | ପଞ୍ଜାବର ସାଙ୍ଗରୁର,…
Read More...