Browsing Category

Politics

ଦ୍ୱିତୀୟ ଥର ପାଇଁ WHO ମହାନିର୍ଦ୍ଦେଶକ ହେଲେ ଟେଡ୍ରୋସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦ୍ୱିତୀୟ ଥର ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ହୋଇଛନ୍ତି ଟେଡ୍ରୋସ ଅଦନୋମ ଘେବ୍ରେୟସସ। ହୁ ମୁଖ୍ୟ ଭାବେ ଟେଡ୍ରୋସଙ୍କ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ମିଳିତ ଜାତିସଂଘ ସ୍ୱାସ୍ଥ୍ୟ…
Read More...

ଲୋକସଭା ସ୍ଵାଧିକାର କମିଟି ନିକଟରେ ହାଜର ହେଲେ ନବନୀତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ଅମରାବତୀର ସ୍ବାଧୀନ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ଵାମୀ ରବି ରାଣାଙ୍କୁ ଗିରଫ ପ୍ରସଙ୍ଗ ଏବେ ବି ସାରାଦେଶରେ ସରଗରମ ରହିଛି। ସୋମବାର ଲୋକସଭା ସ୍ଵାଧିକାର କମିଟି ନିକଟରେ ନବନୀତ…
Read More...

ହାତ ଛାଡ଼ି ସାଇକେଲରେ ସିବଲ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଅଡ଼ୁଆରେ ଦେଶର ସର୍ବପୁରାତନ ରାଜନୈତିକ ଦଳ । କଂଗ୍ରେସ ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ । ଆଜି ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଟିକେଟରୁ…
Read More...

ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଭାରତ ସରକାର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ଭାରତ ସରକାର ମଧ୍ୟ ଚିନି ରପ୍ତାନି ନିୟନ୍ତ୍ରଣ କରିପାରନ୍ତି । ଭାରତୀୟ ସରକାରୀ କର୍ମଚାରୀଙ୍କ ଅନୁଯାୟୀ, ଘରୋଇ ମୂଲ୍ୟରେ ବୃଦ୍ଧି ନହେବା ପାଇଁ ଗତ…
Read More...

ଆତଙ୍କବାଦୀଙ୍କ ଗୁଳିରେ ପୋଲିସ କର୍ମଚାରୀ ମୃତ, ଝିଅ ଗୁରୁତର

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆତଙ୍କବାଦୀଙ୍କ ଟାର୍ଗେଟରେ ସବୁବେଳେ ରହିଛି ଜମ୍ମୁ-କାଶ୍ମୀର । ଆଜି ପୁଣି ଥରେ ଶ୍ରୀନଗର ଜିଲ୍ଲାର ସୁକା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଶହୀଦ…
Read More...

ପଦ୍ମ ଧରିଲେ ଉତ୍ତରାଖଣ୍ଡ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ପଦ୍ମ ଧରିଲେ ଉତ୍ତରାଖଣ୍ଡ ଆପର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅଜୟ କୋଠିଆଲ । ସେ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ନିକଟରେ…
Read More...

ବନ୍ଧା ହେଲେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭ୍ରଷ୍ଟାଚାର ଅଭିଯୋଗରେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଙ୍ଗଲା ଗିରଫ । ବିଜୟ ସିଙ୍ଗଲାଙ୍କୁ ପଞ୍ଜାବ ପୋଲିସର ଦୁର୍ନୀତି ନିବାରଣ ଶାଖା ଗିରଫ କରିଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ…
Read More...

ବଡ଼ ନିଷ୍ପତ୍ତି: ପର୍ସନାଲ କାର୍ ପାଇଁ କଟିବନି ଟୋଲ ଟ୍ୟାକ୍ସ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଯଦି ଆପଣ କାର୍ ଚଳାଉଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଖୁସି ଖବର । କାରଣ ଆଗକୁ ଆପଣଙ୍କ ଗାଡିକୁ କେତେକ ହାଇୱେରେ ଲାଗି ନପାରେ ଟୋଲ ଟ୍ୟାକ୍ସ। ଉଲ୍ଲେଖ ଯୋଗ୍ୟ ଯେ ରାଜସ୍ଥାନ ସରକାର ରାଜ୍ୟର ଘରୋଇ…
Read More...

ଶ୍ରୀଲଙ୍କାରେ ହାହାକାର: ପେଟ୍ରୋଲ ଲିଟର ପିଛା ୪୨୦, ଡିଜେଲ ୪୦୦

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ମଙ୍ଗଳବାର ଦିନ ପେଟ୍ରୋଲ ଦର ୨୪.୩ ପ୍ରତିଶତ ଏବଂ ଡିଜେଲ ଦର ୩୮.୪ ପ୍ରତିଶତ ବୃଦ୍ଧି କରିଛି। ବୈଦେଶିକ ମୁଦ୍ରା ସଂରକ୍ଷଣ ଅଭାବରୁ ଶ୍ରୀଲଙ୍କା ଏକ…
Read More...

ଆସନ୍ତାକାଲି ଭାରତ ବନ୍ଦ: କାହିଁକି ଜାଣନ୍ତୁ ?

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆସନ୍ତାକାଲି ଭାରତ ବନ୍ଦ । ରାଷ୍ଟ୍ରିୟ ପଛୁଆ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଓବିସିମାନଙ୍କ ଜାତି ଅଧାରିତ ଜନଗଣନା ନକରାଯିବା ବିରୋଧରେ ୨୫ ମେ’ ଅର୍ଥାତ୍…
Read More...