Browsing Category

Sports

ଭାରତୀୟ କୁସ୍ତି ଦଳରୁ ରବି, ସରିତା, ସାକ୍ଷୀ ବାଦ୍‌

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ଆଡ୍‌ହକ୍‌ କମିଟି ଏସୀୟ କ୍ରୀଡ଼ା ପାଇଁ ଘୋଷଣା କରିଛି ଦଳ । ଗ୍ରିକୋ ରୋମାନ, ପୁରୁଷ ଓ ମହିଳା ବର୍ଗର ଫ୍ରିଷ୍ଟାଇଲ୍‌ ପାଇଁ ୬ ଜଣ ଲେଖାଏଁ ଖେଳାଳିଙ୍କୁ…
Read More...

WTC ପଏଣ୍ଟ ଟେବୁଲ: ପ୍ରଥମ ସ୍ଥାନରେ ପାକିସ୍ତାନ, ଦ୍ୱିତୀୟରେ ଭାରତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରକାଶ ପାଇଛି WTC ପଏଣ୍ଟ ଟେବୁଲ ତାଲିକା।  ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ବର୍ଷା ଯୋଗୁ ଡ୍ରରେ ଶେଷ ହେବାରୁ ଟିମ ଇଣ୍ଡିଆ ଏହି ସିରିଜରୁ ପୂରା ପଏଣ୍ଟ ହାସଲ କରିବାକୁ ସକ୍ଷମ ହୋଇନି। ଭାରତ…
Read More...

ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ଡ୍ର, ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ କବଜା କଲା ଭାରତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବର୍ଷା ଯୋଗୁଁ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଡ୍ର। ଟେଷ୍ଟ ସିରିଜ କବଜା କଲା ଭାରତ। ବର୍ଷା ଯୋଗୁଁ ଦ୍ୱିତୀୟ ମ୍ୟାଚ୍ ପ୍ରଭାବିତ ହୋଇଥିବା ବେଳେ ଏହା ଡ୍ରରେ ଶେଷ ହୋଇଛି। ଫଳରେ ୧-୦ରେ…
Read More...

ବାଂଲାଦେଶ ବିପକ୍ଷରେ ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ହରମନପ୍ରୀତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଶୋଭନୀୟ ବ୍ୟବହାର ପାଇଁ ଦଣ୍ଡିତ ହେଲେ ଭାରତୀୟ ଦଳର ଅଧିନାୟିକା ହରମନପ୍ରୀତ କୌର । ବାଂଲାଦେଶ ବିପକ୍ଷରେ ଅଶୋଭନୀୟ ବ୍ୟବହାର ପାଇଁ ଏମିତି ଦଣ୍ଡିତ କରାଯାଇଛି । ନିଷ୍ପତି ନେଇ ଅମ୍ପାୟରଙ୍କ ସହ ସେ…
Read More...

ଇମର୍ଜିଂ ଟିମ୍ ଏସିଆ କପ୍ : ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇମର୍ଜିଂ ଟିମ୍ ଏସିଆ କପରେ  ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ । ଇମର୍ଜିଂ ଟିମ୍ ଏସିଆ କପ୍ ୨୦୨୩ର ସେମିଫାଇନାଲରେ ଭାରତ-ଏ ୫୧ ରନ୍ ରେ ବାଂଲାଦେଶ’ଏ’କୁ ପରାସ୍ତ କରିଛି । ଟିମ୍…
Read More...

୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିପାରେ ଅହମଦାବାଦ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୨୦୩୬ ମସିହାରେ ଅଲିମ୍ପିକ୍ସ ଆୟୋଜନ କରିବାକୁ ଗୁଜରାଟ ସରକାର ଏବେଠାରୁ ଭିତ୍ତିଭୂମି ନିର୍ମାଣରେ ଲାଗିପଡ଼ିଥିବା ବେ‌ଳେ ୨୦୨୬ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ଦୌଡ଼ରେ ଅପ୍ରତ୍ୟାଶିତ ଭାବେ ସାମିଲ…
Read More...

କୋରିଆ ଓପନ୍‌: ପ୍ରଥମ ରାଉଣ୍ଡରୁ ବାଦ୍ ପଡ଼ିଲେ ସିନ୍ଧୁ, ଶ୍ରୀକାନ୍ତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କୋରିଆ ଓପନ୍‌ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଦୁଇ ଥରର ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହ କିଦାମ୍ବି ଶ୍ରୀକାନ୍ତ । ମହିଳା ଏକକ…
Read More...

ଏସୀୟ କ୍ରୀଡ଼ା ଏଣ୍ଟ୍ରି କଲେ ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍‌

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ କୁସ୍ତି ମହାସଂଘ(ଡବ୍ଲ୍ୟୁଏଫଆଇ)ର ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଆରୋପ ଲଗାଇଥିବା କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ଭିନେଶ…
Read More...

ସାତ୍ବିକ ସାଇରାଜଙ୍କ ବିଶ୍ବରେକର୍ଡ : ଘଣ୍ଟା ପ୍ରତି ୫୬୫ କିମି ବେଗରେ ମାରିଲେ ସ୍ମାଶ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦ୍ରୁତତମ ‘ସ୍ମାଶ୍’ର ବିଶ୍ବ ରେକର୍ଡ କରିଛନ୍ତି  ଭାରତର ବ୍ୟାଡମିଣ୍ଟନରେ ଷ୍ଟାର ଖେଳାଳି ସାତ୍ବିକ ସାଇରାଜ ରାଙ୍କିରେଡ୍ଡୀ । ସେ ଘଣ୍ଟାପ୍ରତି ୫୬୫ କିଲୋମିଟର ବେଗରେ ସ୍ମାଶ୍ ମାରି ଗିନିଜ୍ ୱାର୍ଲ୍ଡ…
Read More...

ପ୍ରଥମ ମହିଳା ଦିନିକିଆ: ଭାରତକୁ ପ୍ରଥମ ଥର ହରାଇଲା ବାଂଲାଦେଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରଥମ ମହିଳା ଦିନିକିଆରେ ଭାରତକୁ ପ୍ରଥମ ଥର ହରାଇଲା ବାଂଲାଦେଶ।  ଆଇସିସି ମହିଳା ଦିନିକିଆ ଚାମ୍ପିଅନ୍‌ସିପ୍‌ ୨୦୨୨-୨୫ ଚକ୍ରରେ ବାଂଲାଦେଶ ରବିବାର ପ୍ରଥମ ବିଜୟ ପାଇଛି। ଘରୋଇ ଦଳ ଏଠାରେ…
Read More...