Browsing Category

Sports

ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନିକିଆ ବିଶ୍ୱକପ୍ କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍ । ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ ଟିମକୁ ଭାରତ ଗସ୍ତ…
Read More...

ଅଲଗା ହେବେ ସାନିଆ- ସୋଏବ !

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଅଲଗା ହେବେ ଭାରତୀୟ ଟେନିସ୍ ଖେଳାଳି ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ ମଲିକ। ଉଭୟଙ୍କ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥିବା କଥା ଗତ କିଛି ମାସ ତଳେ…
Read More...

ଭାରତ ବିପକ୍ଷ ଟି-୨୦ ଜିତିଲା ୱେଷ୍ଟଇଣ୍ଡିଜ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ମ୍ୟାଚରେ ବିଜୟ ହାସଲ କରିଛି ୱେଟେଇଣ୍ଡିଜ୍ । ୪ ରନରେ ବିଜୟୀ ହେଲା ଘରୋଇ ଦଳ । ୧୪୯ ରନର ଜବାବରେ ୧୪୫ ରନ୍ରେ ସୀମିତ ରହିଗଲା ଟିମ୍ ଇଣ୍ଡିଆ। ପଦାର୍ପଣକାରୀ ତିଳକ…
Read More...

ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀ ଭୂୟାଁଙ୍କୁ ୨ ଟି ସ୍ବର୍ଣ୍ଣ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଚିନ୍ମୟୀ ଭୂୟାଁଙ୍କୁ ୨ଟି ସ୍ବର୍ଣ୍ଣ। କାନାଡ଼ାରେ ଆୟୋଜିତ ବିଶ୍ବ ପୁଲିସ ଓ ଫାୟାର କ୍ରୀଡ଼ାରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଓଡ଼ିଆ ଝିଅ ଚିନ୍ମୟୀ ଭୂୟାଁ ୨ଟି…
Read More...

କ୍ରିକେଟରୁ ଅବସର ନେଲେ ଭାରତୀୟ କ୍ରିକେଟର ମନୋଜ ତିୱାରୀ

ଓଡିଆ ନ୍ୟୁଜ (ବ୍ୟୁରୋ) : କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ମନୋଜ ତିୱାରୀ । ଏନେଇ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟଓ ମାଧ୍ୟମରେ ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ପୋଷ୍ଟ…
Read More...

ଆଜି ଭାରତ-ଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚ

ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜିଠୁ ଭାରତ-ଇଣ୍ଡିଜ୍ ପ୍ରଥମ ଟି-୨୦ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଦିନିକିଆ ଶୃଙ୍ଖଳା ଜିତିବା ପରେ ଭାରତୀୟ ଯୁବ ଦଳର ପରବର୍ତ୍ତୀ ଅଭିଯାନ ଗୁରୁବାରଠୁ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫…
Read More...

ୱକ୍ସ, ମୋଇନଙ୍କ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ, ଅଷ୍ଟ୍ରେଲିଆ-ଇଂଲଣ୍ଡ ସିରିଜ ବରାବର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୱକ୍ସ, ମୋଇନଙ୍କ ବୋଲିଂରେ ଧରାଶାୟୀ ହେଲା କଙ୍ଗାରୁ ଦଳ। ଅଷ୍ଟ୍ରେଲିଆ-ଇଂଲଣ୍ଡ ସିରିଜ ବରାବର ।  ଆଶେସ କ୍ରିକେଟ ସିରିଜ ରୋମାଂଚକ ଢ଼ଙ୍ଗରେ ଶେଷ ହୋଇଛି । ୫ମ ତଥା ଅନ୍ତିମ ଟେଷ୍ଟରେ ଇଂଲଣ୍ଡ ୪୯ ରନରେ…
Read More...

ଶୁବମନ ଗିଲ୍‌ ଭାଙ୍ଗିଲେ ବାବର ଆଜମଙ୍କ ସର୍ବକାଳୀନ ରେକର୍ଡ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରତୀୟ କ୍ରିକେଟର ଶୁବମନ ଗିଲ୍‌ ଭାଙ୍ଗିଲେ ବାବର ଆଜମଙ୍କ ସର୍ବକାଳୀନ ରେକର୍ଡ । ଭାରତୀୟ କ୍ରିକେଟ ଟିମ ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜ ଠାରୁ ହାରି ଯାଇଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ…
Read More...

ଆୟରଲାଣ୍ଡ-ଭାରତ ମ୍ୟାଚ୍‌: ଫେରିବେ ଯଶପ୍ରୀତ୍‌ ବୁମ୍ରା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପାଇଁ ପଡ଼ିଆକୁ ଓହ୍ଲାଇବେ ଯଶପ୍ରୀତ ବୁମ୍ରା। ଖାଲି ଖେଳିବେନି, ଭାରତୀୟ ଦଳର ନେତୃତ୍ୱ ମଧ୍ୟ ନେବାକୁ ତାଙ୍କ ନାଁ ଆଗକୁ ଆସିଛି। ଅଗଷ୍ଟରେ ଆୟରଲାଣ୍ଡ ବିରୋଧରେ ଭାରତ…
Read More...

ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତା: ଭାରତୀୟ ମହିଳା ଦଳ ବିଜେତା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ବିଜେତା। ସ୍ପେନ୍‌ ହକି ମହାସଂଘର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଆମନ୍ତ୍ରଣୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆଲୋଜନ…
Read More...