Browsing Category

State

କମୁଛି କରୋନା ପ୍ରକୋପ, ଆଜିଠୁ ସାରା ରାଜ୍ୟରେ ହଟିଲା ନାଇଟ କର୍ଫ୍

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ)  ସାରାରାଜ୍ୟରୁ ହଟିଲା ନାଇଟ କର୍ଫ୍ୟୁ। କରୋନା ପ୍ରକୋପ କମୁଥିବାରୁ ସାରା ରାଜ୍ୟରେ ନାଇଟ କର୍ଫ୍ୟୁ କୋହଳ କରାଯାଇଛି।ଆଜିଠୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫ୍ୟୁ ହଟିବ। ଏନେଇ ଘୋଷଣା କରିଛନ୍ତି…
Read More...

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନର ଅଭିଯୋଗ ଆଣିଲା ବିଜେପି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେପିର ପ୍ରତିନିଧି ମଣ୍ଡଳୀ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନାମରେ ନିର୍ବାଚନ ଆଚରଣ ବିଧି ଉଲଘଂନର ଅଭିଯୋଗ ଆଣିଲା ବିଜେପି । ନିର୍ବାଚନ ଆଚରଣ ବିଧି ଲାଗୁ…
Read More...

ଶହ ଶହ ଅପରାଧୀଙ୍କୁ ଜେଲ ପଠାଉ ଥିବା ASPଙ୍କୁ ଜେଲରେ ମିଳିଲା ମାତ୍ର ୨ ପିସ୍ ବ୍ରେଡ଼, ରାତିରେ ହେଲା ନାହିଁ ନିଦ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ) ୧୬ ତାରିଖ  ପ୍ରଥମ ରାତିରେ ଜେଲରେ ତ୍ରିନାଥ ମିଶ୍ରଙ୍କୁ ମିଳିଲା ମାତ୍ର ଦୁଇ ପିସ ବ୍ରେଡ଼। ଫଳରେ ସେ ଇନସୁଲିନ ନେଇ ପାରି ନାହାନ୍ତି। ଏଭଳି ଅଭିଯୋଗ ଉଠାଇ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ତ୍ରିନାଥ…
Read More...

ନିର୍ବାଚନରେ ବାଧା ସୃଷ୍ଟିକାରୀଙ୍କୁ ବରଦାସ୍ତ କରାଯିବନି: ପୋଲିସ ଡିଜି

ଓଡିଆ ନ୍ୟୁଜ୍ (ବ୍ୟୁରୋ):  ନିର୍ବାଚନରେ ବିଶୃଙ୍ଖଳା ସୃଷ୍ଟି କଲେ କଡା କାର୍ଯ୍ୟାନୁଷ୍ଠାନ । ନିର୍ବାଚନ କମିଶନରଙ୍କ ବୈଠକ ପରେ ପୁଲିସ ଡିଜିଙ୍କ ପ୍ରତିକ୍ରିୟା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ…
Read More...

ମାନିବାକୁ ପଡିବ ଚତୁରତାକୁ: ଦଶମ ପାସ ନକରି ୧୮ଙ୍କୁ ବାହା ହୋଇଛି ଠକ ଡାକ୍ତର ରମେଶ ସ୍ୱାଇଁ, ଧିରେ ଧିରେ ଖୋଲୁଛି…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଯେତିକି ଦିନ ଗଡୁଛି ଠକ ଡାକ୍ତର ରମେଶ ସ୍ୱାଇଁଙ୍କ  ଗୁମର ସେତିକି ଖୋଲୁଛି । ନକଲି ଡାକ୍ତର ମେଟ୍ରିକ୍ ଫେଲ ଜଣା ପଡ଼ିବା ପରେ ରାଜ୍ୟରେ ଏଭଳି ଲୋକଙ୍କ ସଂଖ୍ୟା ଆଉ କେତେଅଛି ତା  ଉପରେ ନଜର ରଖିଛି…
Read More...

ପୁରୀ ବଗଲା ଧର୍ମଶାଳା ଜମି ବିବାଦ ମାମଲା: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କଣ ଜବାବ ରଖିଲା ପଢନ୍ତୁ

ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁରୀ ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ଡକ୍ଟର ସମ୍ବିତ ପାତ୍ର ଓ ଜଗନ୍ନାଥ ବସ୍ତିଆଙ୍କ ପକ୍ଷରୁ ଦାୟର ଦୁଇ ମାମଲାର ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର କେ…
Read More...

ନିଶା ଦେଇ ଯାତ୍ରୀଙ୍କୁ ଲୁଟୁଥିଲେ: କମିଶନରେଟ୍ ପୋଲିସ ପଞ୍ଝାରେ ଧରା ପଡ଼ିଲେ ଦୁଇ ଲୁଟେରା

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍):  ସହିଦ ନଗର ଥାନା ପୋଲିସ ପଞ୍ଝାରେ ନିଶାଦିଆ ଲୁଟେରା ।ଦୁଇ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।ଲୁଟେରାଙ୍କ ମଧ୍ୟରେ ଚାନ୍ଦବାଲିର ଜଣେ ଓ ଯାଜପୁରର ଜଣେ ଅଛନ୍ତି ।ଦୁଇ ଲୁଟେରା…
Read More...

ରାଜଧାନୀରେ ବେକାବୁ ଲୁଟେରା: ମନ୍ଦିରରୁ ଫେରିବା ବେଳେ ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନା ଚେନ୍

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):   ସୁରକ୍ଷିତ ନୁହେଁ ରାଜଧାନୀ ଭୁବନେଶ୍ୱର। ସବୁଠି ଏବେ ସକ୍ରିୟ ଲୁଟେରା ଗ୍ୟାଙ୍ଗ। ଜନ ଗହଳି ଜାଗାରୁ ଝାମ୍ପି ନେଉଛନ୍ତି ସୁନା ଚେନ୍। ଏମିତି ଏକ ଘଟଣା ଘଟିଛି ସୈନିକ ସ୍କୁଲ ଭି ଏସ ଏସ ନଗର…
Read More...

ଢ଼ିଙ୍କିଆ ଜମି ବିବାଦ ମାମଲା: ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡିଆ ନ୍ୟୁଜ୍(ବ୍ୟୁରୋ): ଜଗତସିଂହପୁର ଢ଼ିଙ୍କିଆ ଜମି ବିବାଦ ମାମଲାର ତଦନ୍ତ ପାଇଁ ପାଇଁ ୫ ଜଣିଆ କମିଟି ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଟିମ ଘଟଣାସ୍ଥଳ ଗସ୍ତ କରି ସ୍ଥିତି ଯାଞ୍ଚ କରିବେ। ତେବେ ଏହି…
Read More...