Browsing Category

State

ସର୍ବଦଳୀୟ ବୈଠକରେ ସହମତି, ଦିନକୁ ୬ ଘଣ୍ଟା ଚାଲିବ ଗୃହକାର୍ଯ୍ୟ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବିଧାନସଭା ଅଧିବେଶନ ପାଇଁ ସରିଲା ସର୍ବଦଳୀୟ ବୈଠକ । ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ହୋଇଥିଲା ସର୍ବଦଳୀୟ ବୈଠକ । ଏଥିରେ ବିରୋଧି ଦଳ ଉପନେତା ବିଷ୍ଣୁ ସେଠୀ, ବିରୋଧି ଦଳ…
Read More...

ସିଏମସିର ଆୟ ଦ୍ବିଗୁଣିତ୍ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି, ଯିଏ ଟିକସ ଦେବ ନାହିଁ ତା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ସିଏମସିର ଆୟ ବୃଦ୍ଧି ନେଇ ଆଲୋଚନା। ଟିକସ ଆଦାୟ ପ୍ରକ୍ରିୟା ତ୍ୱରାନ୍ୱିତ ହେବ। କଟକ ମହାନଗର ନିଗମର ପଞ୍ଚମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଛି। ନବନିଯୁକ୍ତ କମିଶନର ନିଖିଲ ପବନ କଲ୍ୟାଣଙ୍କର ଏହା…
Read More...

ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ । ତେବେ ଏହା ଜୁଲାଇ ୨ରୁ ଆରମ୍ଭ ହୋଇ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୪ଟି କାର୍ଯ୍ୟ ଦିବସ ଥିବା ଅଧିବେଶନକୁ ସୁରୁଖୁରୁରେ ଶେଷ କରିବା…
Read More...

ହାତୀଙ୍କ ସୁରକ୍ଷା ପ୍ରସଙ୍ଗ: ଅଧିକ ତଥ୍ୟ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହାତୀଙ୍କ ସୁରକ୍ଷା ପ୍ରସଂଗକୁ ନେଇ ଦାୟର ଜନସ୍ବାର୍ଥ ମାମଲାରେ ଦୁଇ ଦିନ ଭିତରେ ଅଧିକ ତଥ୍ୟ ଦାଖଲ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରାଜ୍ୟରେ ହାତୀଙ୍କ…
Read More...

ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥର ସ୍ବତନ୍ତ୍ର ବ୍ୟବସ୍ଥା: ରଥ ଯାତ୍ରା ପାଇଁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍

ଓଡିଆ ନ୍ୟୁଜ୍(ବ୍ୟୁରୋ):  ତୀର୍ଥଯାତ୍ରୀମାନଙ୍କ ଗମନାଗମନ ଏବଂ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ଅବଧି ସମୟରେ ପୁରୀକୁ ଏବଂ ପୁରୀ ଠାରୁ 205 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା…
Read More...

ଆଠଗଡ଼ ଖୁଣ୍ଟକଟା ଗ୍ରାମରେ ଗୁଳିକାଣ୍ଡ ଘଟଣା: ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ଅନ୍ୟ ଜଣେ ଅଭିଯୁକ୍ତ ଫେରାର

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଗତକାଲି ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା ଗ୍ରାମ ରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ଅନ୍ୟ ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ…
Read More...

ପତିତ ଜମିକୁ ଚାଷ ଉପଯୋଗୀ କରାଯିବ, କୃଷି ମନ୍ତ୍ରଣାଳୟ ଓ ICRISATର ବରିଷ୍ଠ ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ପତିତ ଜମିର ପୁନରୁଦ୍ଧାର କରି ଚାଷ ଉପଯୋଗୀ କରିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା । କୃଷି ମନ୍ତ୍ରଣାଳୟ ଓ ଆଇସିଆରଆଇଏସଏଟିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।…
Read More...

ମାନସିକ ଅବସାଦରେ ଥିଲେ ରାଇମୋହନ: ସାଇଣ୍ଟିଫିକ ଟିମ୍‌ର ତଥ୍ୟ ଆଧାରରେ ତଦନ୍ତ କରୁଛି କମିଶନରେଟ ପୋଲିସ

ଓଡିଆ ନ୍ୟୁଜ୍(ବ୍ୟୁରୋ): ୪ ଦିନ ପରେ ବି ଅଭିନେତା ରାଇମୋହନଙ୍କ ଆତ୍ମହତ୍ୟା ରହସ୍ୟ ଉପରୁ ହଟିନି ପରଦା । ତଦନ୍ତରୁ ଜଣାପଡ଼ିଛି ମାନସିକ ଚାପରେ ଥିଲେ ରାଇମୋହନ। କିନ୍ତୁ କେଉଁ କାରଣରୁ ସେ ଅବସାଦରେ ଥିଲେ ପୋଲିସକୁ ତଥ୍ୟ ଦେଉ…
Read More...

ଧର୍ମେନ୍ଦ୍ର ପ୍ରଧାନ ଦେଇଥିବା ଆହ୍ୱାନରେ ଯୋଡ଼ି ହେଲା ‘ଆମେ ଓଡ଼ିଆ’ ସଂଗଠନ,ରଥଯାତ୍ରାରେ ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକର…

ଓଡିଆ ନ୍ୟୁଜ୍(ବ୍ୟୁରୋ):  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଆମ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରାଗତ ପର୍ବ ‘ରଥଯାତ୍ରା’ରେ ମହାପ୍ରଭୁ…
Read More...

ଅଡୁଆରେ ହକି ତାରକା ବୀରେନ୍ଦ୍ର ଲାକ୍ରା: ବାନ୍ଧବୀଙ୍କ ସହ ମିଶି ବୀରେନ୍ଦ୍ର ଜଣେ ଯୁବକକୁ ହତ୍ୟା କରିଥିବା ଅଭିଯୋଗ

ଓଡିଆ ନ୍ୟୁଜ୍(ବ୍ୟୁରୋ):    ଅଡୁଆରେ ହକି ତାରକା ବିରେନ୍ଦ୍ର ଲାକ୍ରା । ଜଣେ ଯୁବକ ଆନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି ହକି ଅଲିମ୍ପିଆନ୍‌ ବିରେନ୍ଦ୍ର ଲାକ୍ରା ଅଡୁଆରେ । ମୃତ ଯୁବକ ଜଣକ ହେଲେ ବିରେନ୍ଦ୍ର…
Read More...