Browsing Category

State

କIଲି ଠାରୁ ବନ୍ଦ ରହିବ କାଳିଆ ଦର୍ଶନ

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): କlଲି ଠାରୁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ନାହିଁ ମହାପ୍ରଭୁ l କରୋନା ଭାଇରସ ପାଇଁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ନିମନ୍ତେ ଏପରି ନିଷ୍ପତି ନେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସନ I ଆସନ୍ତା…
Read More...

ସରକାରୀ କର୍ମଚାରୀଙ୍କ ଉପରେ କରେନା କଟକଣା

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ସରକାରୀ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ କରୋନା କଟକଣ ଲଗାଯାଇଛି l ଯଦି କୌଣସି କର୍ମଚାରୀଙ୍କୁ ଥଣ୍ଡା ,କାଶ , ଜ୍ୱର ହୁଏ ତେବେ ମିଳିବ 14 ଦିନ ଛୁଟି ର ମହଲତ l କର୍ମଚାରୀମାନେ ହୋମ…
Read More...

ଫେରିଲା ଜଗନ୍ନାଥଙ୍କ ଜମା ଟଙ୍କା

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ୟେସ ବ୍ୟାଙ୍କ ରୁ ଉଠିଲା ମହା ପ୍ରଭୁଙ୍କର ଜମା ଥିବା ଟଙ୍କା l ଇ ଟାନ୍ସଫର ମାଧ୍ୟମରେ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଲା । ୩୮୯ କୋଟି ଟଙ୍କା ମାଚ୍ୟୁରିଟି ହୋଇଥିବାରୁ…
Read More...

କାହିଁକି କମିଲା ମୋ ବସର ଯାତ୍ରୀ ସଂଖ୍ୟା ?

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  ଦିନକୁଦିନ କମିବାରେ ଲାଗିଛି ମୋ ବସର ଯାତ୍ରୀଙ୍କ ସଂଖ୍ୟା l ଦିନକୁ 1 ଲକ୍ଷ 20 ହଜାର ରୁ ଉର୍ଦ୍ଧ ଲୋକ ଯାତ୍ରା କରୁଥିବାବେଳେ ବର୍ତ୍ତମାନ ତାହା ହ୍ରାସ ଘଟି 70 ହଜାରରେ ପଂହଁଚିଛି l…
Read More...

ସାମାଜିକ ଦୂରତା କିପରି ରକ୍ଷା କରିବା ?

୧୯.౦୩.୨౦୨౦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ପ୍ରାଣଘତି କରୋନା ଭାଇରସ ଠାରୁ ଦୁରେଇ ରହିବାକୁ ହେଲେ ଆମେ ସାମାଜିକ ଦୂରତା ବଜାୟ ରଖିବା ଉଚିତ l ତେଣୁ କଣ ଏହି ସାମାଜିକ ଦୂରତା କିପରି ଆମ୍ଭେମାନେ ଏହାକୁ ପାଳନ କରିବା ଆସନ୍ତୁ…
Read More...

ନବୀନ ବଡ ଭଉଣୀ ଗୀତl ମେହେଟ୍ଟାଙ୍କ ପାଞ୍ଜିକରଣ କରିବାସହ କଲେ ଏପରି ଟୁଇଟ

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ବିଦେଶ ଫେରନ୍ତାଙ୍କ ଲାଗି ଉଦ୍ଦିଷ୍ଟ ସରକାରଙ୍କ ପୋର୍ଟାଲରେ ପଞ୍ଜୀକରଣକୁ ପାଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବଡ ଭଉଣୀ ଗୀତା…
Read More...

କାଲି ଫେରିବ କାଳିଆ ସମ୍ପତି ।

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଆସନ୍ତାକlଲି ଫେରୁଛି ଶୀଜଗନ୍ନାଥଙ୍କର 545 କୋଟି ଟଙ୍କା l ଏସ ବ୍ୟାଙ୍କ ଦେବାଳିଆ ପରିସ୍ତିତିକୁ ଆସିଯିବାପରେ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରଶ୍ନବଚି ସୃଷ୍ଟି ହୋଇଥିଲା l ଶୀ…
Read More...

ସରକାରୀ, ବେସରକାରୀ ସ୍କୁଲ ଏବଂ କୋଚିଂସେଣ୍ଟର ଉପରେ କାହିଁକି ହେଲା ଚଢ଼ାଉ ?

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ):  କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମସ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦେଶ ଦେଇଥିଲେ I ଭୁବନେଶ୍ୱରରେ ବିିଭିନ୍ନ ସରକାରୀ, ବେସରକାରୀ ସ୍କୁଲ ଓ କୋଚିଂ ସେଂଟର ଖୋଲା…
Read More...

ଗୁଜବ ପଡିଲା ମହଙ୍ଗା ବନ୍ଧା ହେଲେ ଯୁବକ

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଯୁବକଙ୍କୁ ଭାରିପଡିଲା ଫେସବୁକରେ ଗୁଜବ ପ୍ରସାରଣ କରିବା l କରୋନା ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ କରିବା ପରେ ଅନୁଗୁଳ କୋଲିୟରି ପୋଲିସ ଜଣେ ଯୁବକକୁ ଗିରଫ କରିଛି l ଯୁବକଙ୍କ ଘର…
Read More...

କାହିଁକି ଯାତ୍ରୀଙ୍କୁ ଡାକ୍ତରଖାନା ପଠାଗଲା ?

୧୮.੦୩.୨੦୨੦ (ଓଡ଼ିଆ ନ୍ୟୁଜ ବ୍ୟୁରୋ ): ଆଜି ସକାଳ ୯ଟାରେ ସମ୍ବଲପୁର ଷ୍ଟେସନ୍‌ରେ ହାଓ୍ଵଡା-ଜଗଦଲପୁର ସମ୍ବଲେଶ୍ୱରୀ ଏକ୍ସପ୍ରେସ୍‌ ପହଞ୍ଚିଥିଲା। ଏହି ଏକ୍ସପ୍ରେସ୍‌ରେ ଜଣେ ବୟସ୍କ ଯାତ୍ରୀ ବାରମ୍ବାର କାଶୁଥିବା ଏବଂ…
Read More...