Browsing Category
State
‘ମୋ ବସ୍’ ହେବ ‘ଆମ ବସ୍’
ଓଡ଼ିଆ ନ୍ୟୁଜ୍: ‘ମୋ ବସ୍’ର ନାଁ ବଦଳି ହେବ ‘ଆମ ବସ୍’। ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ‘ମୋ ବସ୍’ ଏକ ଅହଂକାର ଶବ୍ଦ। ମୋହନ ସରକାର ଲୋକଙ୍କ ସରକାର। ତେଣୁ ମୋ ବଦଳରେ ଆମର…
Read More...
Read More...
ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ
ଓଡ଼ିଆ ନ୍ୟୁଜ୍: ରାହୁଲ ଗାନ୍ଧିଙ୍କ ବିରୋଧରେ ଆସିଲା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ। ବିଜେପି ସାଂସଦ ନିଶିକାନ୍ତ ଦୁବେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଏନେଇ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାହୁଲ ଗାନ୍ଧିଙ୍କୁ…
Read More...
Read More...
ବୁଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ୨୪ ଆହତ
ଓଡ଼ିଆ ନ୍ୟୁଜ୍: ପୁଣି ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ…
Read More...
Read More...
ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ
ଓଡ଼ିଆ ନ୍ୟୁଜ୍: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ନାଁରେ ମାମଲା ରୁଜୁ। ଗୋବିନ୍ଦପୁରୀରେ ଘଟିଥିବା ହଙ୍ଗାମାକୁ ନେଇ ଦିଲ୍ଲୀ ପୋଲିସ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗୋବିନ୍ଦପୁରୀ ପୋଲିସ ବିଏନଏସର…
Read More...
Read More...
ପୋଲିସ ବେକରୁ ସୁନା ଚେନ୍ ଝାମ୍ପିନେଲା ଚୋର
ଓଡ଼ିଆ ନ୍ୟୁଜ୍: ପୋଲିସ ବେକରୁ ସୁନା ଚେନ୍ ଝାମ୍ପିନେଲା ଚୋର। ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକରେ ଜଣେ ମହିଳା ପୋଲିସ ଇନ୍ସପେକ୍ଟରଙ୍କ ବେକରୁ ଦୁଇ ଜଣ ଦୁର୍ବୁତ୍ତ ସୁନା ଚେନ୍ ଝାମ୍ପି ନେଇଛନ୍ତି। ସମ୍ପୃକ୍ତ ମହିଳା ପୋଲିସ…
Read More...
Read More...
କୁମ୍ଭମେଳା ଦଳାଚକଟା ମୃତ୍ୟୁ ଘଟଣା କିଛି ବଡ଼ ଘଟଣା ନୁହେଁ: ହେମା ମାଳିନୀ
ଓଡ଼ିଆ ନ୍ୟୁଜ୍: କୁମ୍ଭମେଳା ଦଳାଚକଟା ମୃତ୍ୟୁ ଘଟଣାକୁ ନେଇ ହେମା ମାଳିନୀଙ୍କ ବିବାଦୀୟ ବୟାନ। କୁମ୍ଭମେଳା ଦଳାଚକଟାରେ ୩୦ ଜଣ ମୃତ୍ୟୁ ବରଣ କରିଥିବା ବେଳେ ଏହାର ଦୁଇଗୁଣା ଲୋକେ ଆହତ ହୋଇଛନ୍ତି। ତେବେ ”ଏହା ଏକ ବଡ ଘଟଣା…
Read More...
Read More...
ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
ଓଡ଼ିଆ ନ୍ୟୁଜ୍: ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଆସନ୍ତା ୧୮ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୁକ୍ତ ଦୁଇ ପରୀକ୍ଷା ନେଇ ପ୍ରେସମିଟ୍ କରିଛି CHSE। ଦିନ…
Read More...
Read More...
କଣାସ ଝାଡାବାନ୍ତି ନିୟନ୍ତ୍ରଣରେ ଅଛି: ଜନସ୍ଵାସ୍ଥ୍ୟ ନିର୍ଦେଶକ
ଓଡ଼ିଆ ନ୍ୟୁଜ୍: ପୁରୀ ଜିଲ୍ଲା କଣାସ ଝାଡାବାନ୍ତି ନିୟନ୍ତ୍ରଣରେ ଅଛି। ବର୍ତ୍ତମାନ ସୁଦ୍ଧା ଝାଡାବାନ୍ତିରେ ୫ ଜଣଙ୍କର ଜୀବନ ଗଲାଣି। ଦୟା ନଦୀର ପ୍ରଦୂଷିତ ଜଳ ବ୍ୟବହାର କରି କଣାସ ବ୍ଲକର ଶତାଧିକ ଲୋକ ଝାଡ଼ାବାନ୍ତିରେ…
Read More...
Read More...
ପୁଣି ଧରା ପଡ଼ିଲେ ଲାଞ୍ଚୁଆ ପୁଲିସ୍ ବାବୁ
ଓଡ଼ିଆ ନ୍ୟୁଜ୍: ପୁଣି ଧରା ପଡ଼ିଲେ ଲାଞ୍ଚୁଆ ପୁଲିସ୍ ବାବୁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଏଏସଆଇ ବୁଦୁ ଭୋଇଙ୍କୁ ୬ ହଜାର ଟଙ୍କା ଲାଞ୍ଚ ଟଙ୍କା ଗ୍ରହଣ କରିବା ଅଭିଯୋଗରେ ଅଟକ ରଖିଛି ସମ୍ବଲପୁର ଭିଜିଲାନ୍ସ…
Read More...
Read More...
କୁନି ଝିଅକୁ ଚାପିଦେଲା ମୋ ବସ୍: ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେଲା କ୍ରୁଟ୍
ଓଡ଼ିଆ ନ୍ୟୁଜ୍: ଆସି ସକାଳୁ କୁନି ଝିଅକୁ ଚାପିଦେଇଛି ମୋ ବସ୍। ମୋ ବସ୍ ଧକ୍କାରେ ୧୩ ବର୍ଷର ନାବାଳିକାଙ୍କ ମୃତ୍ୟୁ ଘଟଣାରେ କ୍ରୁଟ୍ ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଇଛି। ଏହାପରେ ସେଠାରେ ଯେଉଁ…
Read More...
Read More...