Browsing Category

State

ଆହୁରି ତିନି ଦିନ ଭିଜିବ ଓଡ଼ିଶା

ଓଡ଼ିଆ ନ୍ୟୁଜ୍: ଆହୁରି ତିନି ଦିନ ଭିଜିବ ଓଡ଼ିଶା । ସତର୍କ କରାଇଲା ପାଣିପାଗ ବିଭାଗ । ୬ ଜିଲ୍ଲାକୁ ଆର୍ଲଟ ଜାରି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ପ୍ରକୋପ ଜାରି ରହିବ । ଆସନ୍ତା ୩ ଦିନ ରାଜ୍ୟର ବିଭିନ୍ନ…
Read More...

ସରିଲା ଆଡ଼ପମଣ୍ଡପ ଲୀଳା: ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିଲେ କାଳିଆ ସାଆନ୍ତେ

ଓଡ଼ିଆ ନ୍ୟୁଜ୍: ସରିଲା ଆଡ଼ପମଣ୍ଡପ ଲୀଳା । ଭାଇ, ଭଉଣୀଙ୍କୁ ଧରି ବାହୁଡ଼ିଲେ କାଳିଆ ସାଆନ୍ତେ । ବାହୁଡ଼ା ଯାତ୍ରା ପାଇଁ ଶରଧାବାଲିରେ ଭକ୍ତଙ୍କ ଭିଡ। ଆଜି ଆଷାଢ଼ ଶୁକ୍ଳପକ୍ଷ ଦଶମୀ ବା ବାହୁଡ଼ା ଦଶମୀ । ଶ୍ରୀଜଗନ୍ନାଥ ମହାପ୍ରଭୁ…
Read More...

TVKର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜୟ

ଓଡ଼ିଆ ନ୍ୟୁଜ୍: ରାଜନୀତିକୁ ଆଉଜଣେ ସୁପରଷ୍ଟାର ଅଭିନେତାଙ୍କ ଏଣ୍ଟ୍ରି । ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା।TVK ପାର୍ଟିର…
Read More...

ପୁରୀ ଅଘଟଣର ଭିଡିଓ ଥିଲେ ଆମ ପାଖକୁ ପଠାନ୍ତୁ: ଅନୁ ଗର୍ଗ

ଓଡ଼ିଆ ନ୍ୟୁଜ୍: ପୁରୀର ଶରଧାବାଲିରେ ଘଟିଥିବା ଦଳାଚକଟା ଘଟଣାର ତଦନ୍ତ ପାଇଁ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ଜନସାଧାରଣଙ୍କଠାରୁ ସହଯୋଗ ମାଗିଛନ୍ତି। ସେ ଅପିଲ କରିଛନ୍ତି ଯେ, ଦଳାଚକଟା ସମୟରେ କୌଣସି ଭିଡିଓ କିମ୍ବା ତଥ୍ୟ…
Read More...

8ରେ ବିଜେପି ରାଜ୍ୟରେ ସଭାପତି ନିର୍ବାଚନ

ଓଡ଼ିଆ ନ୍ୟୁଜ୍: ବିଜେପି ରାଜ୍ୟ ସଭାପତି ନିର୍ବାଚନ ନେଇ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ରାଜ୍ୟ ସଭାପତି ନିର୍ବାଚନ ପାଇଁ ପୁନଃ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ, ୭ରେ…
Read More...

ପୁରୀରେ ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ

ଓଡ଼ିଆ ନ୍ୟୁଜ୍:  ପୁରୀ ସହରରେ ପ୍ରତିଷ୍ଠା ହେବ ବିଶ୍ବସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଜଗନ୍ନାଥ ମ୍ୟୁଜିୟମ ସହ ଗବେଷଣା କେନ୍ଦ୍ର ଓ ଲାଇବ୍ରେରୀ ହେବ।…
Read More...

ମହାନଗର ନିଗମ ହେବ ପୁରୀ ଜଗନ୍ନାଥ ଧାମ

ଓଡ଼ିଆ ନ୍ୟୁଜ୍: ରଥଯାତ୍ରା ଅବସରରେ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ପୁରୀ ଆଉ ପୌରାଞ୍ଚଳ ମାନ୍ୟତାରେ ରହିବ ନାହିଁ । ଏଣିକି ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ…
Read More...

୨୪ ଘଣ୍ଟାରେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା

ଓଡ଼ିଆ ନ୍ୟୁଜ୍: ଉତ୍ତର ଓଡ଼ିଶା ଉପରେ ଏକ ଘୂର୍ଣ୍ଣି ବଳୟ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ । କିଛି ସ୍ଥାନରେ ଅତି ପ୍ରବଳ ବର୍ଷା…
Read More...

ଆନ୍ଦୋଳନରୁ ଓହରିଲେ ଓଏଏସ ସଂଘ

ଓଡ଼ିଆ ନ୍ୟୁଜ୍: ଆନ୍ଦୋଳନରୁ ଓହରିଲେ ଓଏଏସ ସଂଘ । ଜଗା ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ଓହରିଲେ ଓଏଏସ ସଂଘ । ଆଜିଠାରୁ କାମରେ ଯୋଗ ଦେବେ ଓଏଏସ ଅଧିକାରୀ । ସୂଚନା ହେଲେ ଓଏଏସ ସଂଘ ସଭାପତି ଜ୍ୟୋତିରଂଜନ ମିଶ୍ର । ବିଏମସି…
Read More...

ଆଜି ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ଓଡ଼ିଆ ନ୍ୟୁଜ୍: ଆଜି ସନ୍ଧ୍ୟା ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ । ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାରରେ ସର୍ବସାଧାରଣ ପ୍ରବେଶ ବନ୍ଦ ରହିବ। ପ୍ରବେଶ ବନ୍ଦ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ହେବ । ପରେ ଶ୍ରୀଜୀଉଙ୍କର…
Read More...