Browsing Category

State

କାଲି ଯାଏ ବାଲେଶ୍ୱରରେ ଲାଗିଲା କର୍ଫ୍ୟୁ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ଯାଏ ବାଲେଶ୍ୱର ସହରରେରେ ବଳବତ୍ତରର ରହିବ କର୍ଫ୍ୟୁ। ସହରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାର ବିଭିନ୍ନ ସ୍ଥାନରେ ରହିଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ପାଇଁ ସବ୍‌ଡିଭିଜନାଲ…
Read More...

୯ଟି ନୂଆ ମାର୍ଗରେ ଶୁଭାରମ୍ଭ ହେଲା ବସ୍ ସେବା

ଓଡ଼ିଆ ନ୍ୟୁଜ୍: ଆଜି୯ଟି ନୂଆ ମାର୍ଗରେ ଶୁଭାରମ୍ଭ ହୋଇଛି ବସ୍ ସେବା। ଓଏସ୍ଆରଟିସି ଦ୍ୱାରା ପରିଚାଳିତ ହେବାକୁ ଥିବା ୯ଟି ନୂତନ ମାର୍ଗରେ ୧୩ଟି ବସ୍ ସେବାର ଶୁଭାରମ୍ଭ ହୋଇଛି। ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ବିଭୂତି…
Read More...

ଜଳିଗଲା ଯାତ୍ରୀବାହୀ ବସ୍‌

ଓଡ଼ିଆ ନ୍ୟୁଜ୍: କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଛକ ୨୬ ନମ୍ବର ଜାତୀୟ ରାଜପଥରେ ଚଳନ୍ତା ବସ୍‌ରେ ଲାଗିଲା ନିଆଁ। ବସ୍‌ରେ ନିଆଁ ଲାଗିବାରୁ ଏହା ଭସ୍ମୀଭୂତ ହୋଇଯାଇଛି। କିନ୍ତୁ ବସ୍‌ର ଚାଳକଙ୍କର…
Read More...

ମାଗଣାରେ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକ

ଓଡ଼ିଆ ନ୍ୟୁଜ୍: ମାଗଣାରେ ଜନତା ମଇଦାନରେ ଚାଲିଥିବା ପ୍ରବାସୀ ଭାରତୀୟ ପ୍ରଦର୍ଶନୀ ବୁଲିପାରିବେ ସାଧାରଣ ଲୋକ। ଆସନ୍ତା କାଲି ଅର୍ଥାତ ଶନିବାର ସକାଳ ୧୦.୦୦ ଟାରୁ  ୧୨ ତାରିଖ ସନ୍ଧ୍ୟା ଯାଏଁ ଏହି ପ୍ରଦର୍ଶନୀ ଖୋଲା ରହିବ। ଏହି…
Read More...

କିଛିଦିନ ପରେ କମିଯିବ ଆଳୁ ଦର: ଯୋଗାଣ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: କିଛିଦିନ ପରେ କମିଯିବ ଆଳୁ ଦର କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ। ମନ୍ତ୍ରୀ  କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗରୁ ପର୍ଯ୍ୟାପ୍ତ ଆଳୁ ନ ଆସିବାରୁ ରାଜ୍ୟରେ ଆଳୁ ଦର ବୃଦ୍ଧି ପାଉଛି। କାହିଁକି…
Read More...

କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟିଂ ବାତିଲ

ଓଡ଼ିଆ ନ୍ୟୁଜ୍:  ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଭୋଟଗ୍ରହଣ ହେବାକୁ ଥିବାବେଳେ ତାକୁ ବାତିଲ କରାଯାଇଛି। ଭୋଟ ଦେବାକୁ ସମିତି ସଭ୍ୟ ନ ଆସିବାରୁ ଶେଷରେ ଏହାକୁ ବାତିଲ କରି ଦିଆଯାଇଛି। ପୂର୍ବ…
Read More...

ଦୁଇ ତିନି ବର୍ଷ ମଧ୍ୟରେ ଓଡ଼ିଶା ହେବ ଆଇଟି ହବ

ଓଡ଼ିଶା ହେବ ଆଇଟି  ହବ ।  ଆସନ୍ତା ଦୁଇ ତିନି ବର୍ଷ ମଧ୍ୟରେ  ଓଡ଼ିଶା ହେବ ଆଇଟି ହବ  । ଏନେଇ  ସୂଚନା ଦେଇଛନ୍ତି  ଅଶ୍ବିନ ବୈଷ୍ଣବ ।  ଏ ସମ୍ପର୍କରେ  ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିବା ନେଇ କହିଛନ୍ତି କେନ୍ଦ୍ର ରେଳ…
Read More...

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନବନ୍ଦରରେ ମହାମହିମ ପହଞ୍ଚିଛନ୍ତି ।  ବିମାନବନ୍ଦରରେ ମହାମହିମଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ଏହାପରେ ସିଧା ରାଜଭବନ ଯିବେ ରାଷ୍ଟ୍ରପତି । ଦୁଇ ଦିନିଆ…
Read More...

ଧଉଳି, ଚିଲିକା ବୁଲନ୍ତୁ; ଡାଲମା, ରସଗୋଲାର ମଜା ନିଅନ୍ତୁ: ପ୍ରବାସୀ ଭାରତୀୟଙ୍କୁ ଆହ୍ବାନ ଦେଲେ ମୁଖ୍ୟମନ୍ତ୍ରୀ

ଜଗନ୍ନାଥ ଭୂମିରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜଧାନୀ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଆରମ୍ଭ ହୋଇଥିବା ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ସମ୍ବୋଧିକ କରି…
Read More...

ଆପଣମାନଙ୍କ ପାଇଁ ମୁଁ ବିଦେଶରେ ଗର୍ବ ଅନୁଭବ କରେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜନତା ମଇଦାନଠାରେ ଆୟୋଜିତ ହୋଇଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି। ପ୍ରବାସୀମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନଙ୍କ…
Read More...