Browsing Category

State

ଓ୍ୱାୟନାଡ ଭୂସ୍ଫଳନ: ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ମିଳିଲାଣି ୮୦ରୁ ଅଧକ ଶବ । ଏବେବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସେପଟେ…
Read More...

ରାତିଅଧରେ ଗାଁରେ ପଶିଲେ ହାତୀ ପଲ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାତିଅଧରେ ଗାଁରେ ପଶି ଘର ଭାଙ୍ଗିଲେ ହାତୀ ପଲ। ଭୟବୀତ ହୋଇ ଗାଁ ଛାଡ଼ି ପଳାଇଲେ ଗ୍ରାମବାସୀ। ଏପରି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ମଗରମୁଣ୍ଡା ଗାଁରେ | ରାତିଅଧରେ ହାତୀପଲ…
Read More...

ଆଜି ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦୀର୍ଘ ତିନି ମାସ ପରେ ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିବ। ବିରଳ ଲୁଣିଆ କୁମ୍ଭୀରର ପ୍ରଜନନଋତୁ ଯୋଗୁଁ ପାର୍କ ବନ୍ଦ ହୋଇଯାଇଥିଲା। ପର୍ଯ୍ୟଟକମାନଙ୍କୁ ନିଆରା ଅନୁଭୂତି…
Read More...

ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗୁରୁବାରଠାରୁ ରାଜ୍ୟରେ ବର୍ଷା ବଢ଼ିବ।ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ପ୍ରକାଶ ପାଇଛି । ଏହା ସହିତ ୨୨…
Read More...

ଆଇଏଏସ ପଦ ହରାଇଲେ ପୂଜା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବିବାଦ ଘେରରେ ରହିଥିବା ଆଇଏଏସ୍‌ ପୂଜା ଖେଡ୍‌କରଙ୍କ ବିରୋଧରେ ୟୁପିଏସ୍‌ସି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର୍ତ୍ତମାନ ସେ ଆଉ ଆଇଏଏସ୍‌ ରହିବେ ନାହିଁ। ୟୁପିଏସ୍‌ସି ପୂଜାଙ୍କୁ ଭବିଷ୍ୟତରେ…
Read More...

ଉପକୂଳରେ ଆବାସ ଯୋଜନା ପାଲଟିଛି ପ୍ରହସନ; କଚ୍ଚାଘର ଯନ୍ତ୍ରଣାରେ ଛଟପଟ ଗରିବ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉପକୂଳରେ ଆବାସ ଯୋଜନା ପାଲଟିଛି ପ୍ରହସନ, କଚ୍ଚାଘର ଯନ୍ତ୍ରଣାରେ ଛଟପଟ ଗରିବ | ନୟାଗଡ଼ ଜ଼ିଲ୍ଲା ରଣପୁର ବ୍ଲକରେ ଆବାସ ଯୋଜନା କେଳେଙ୍କାରୀର ମାଳ ମାଳ ଅଭିଯୋଗ | ପୂର୍ବ ସରକାରରେ ରଣପୁର ନିର୍ବାଚନ…
Read More...

ମୟୂରଭଞ୍ଜରେ ସିକିଲ ସେଲ ନିରାକରଣ ପାଇଁ ମେଡିକାଲ ଅଧିକାରୀଙ୍କୁ ନେଇ ଜିଲ୍ଲା ସ୍ତରୀୟ ତାଲିମ ଶିବିର

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲାରେ ରକ୍ତ ଶିକୁଳି ରକ୍ତହୀନତା ବା ସିକିଲ ସେଲ ନିରାକରଣ ସମ୍ବନ୍ଧୀୟ ଆବଶ୍ୟକୀୟ କାର୍ଯ୍ୟାବଳୀ ନିମିତ୍ତ ଜିଲ୍ଲାର ସମସ୍ତ ମେଡିକାଲ ଅଧିକାରୀଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ତାଲିମ…
Read More...

ଶ୍ରୁତିବଧିତ ପିଲାଙ୍କ ପାଇଁ ଉପଯୋଜିତ ପୁସ୍ତିକା ପ୍ରସ୍ତୁତି କାର୍ମଶାଳା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସାଧନା" ଓ "ସମଗ୍ର ଶିକ୍ଷା, ମୟୁରଭଞ୍ଜର ମିଳିତ ସହଯୋଗରେ ବାରିପଦାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ମୟୁରଭଞ୍ଜ, ସମିଳନୀ କକ୍ଷରେ…
Read More...

ୟୁପିଏସସି ନୂଆ ଚେୟାର୍‌ମ୍ୟାନ୍‌ ପ୍ରୀତି ସୁଦାନ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସର୍ବାଭାରତୀୟ ସେବା ପରୀକ୍ଷା ପରିଚାଳନା କରୁଥିବା ସଂଘ ଲୋକସେବା ଆୟୋଗ (UPSC)ର ନୂଆ ମୁଖ୍ୟ ହେଲେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପ୍ରୀତି ସୁଦନ । ଆନ୍ଧ୍ର ପ୍ରଦେଶ କ୍ୟାଡରର…
Read More...

୧୬ ଲକ୍ଷରୁ ଅଧିକ ଅଯୋଗ୍ୟ ରାସନକାର୍ଡଧାରୀ ଚିହ୍ନଟ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାଶନ କାର୍ଡଧାରୀ ଚିହ୍ନଟ ହୋଇଛି। ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ଦେଇ ଏହି ସୂଚନା ଦେଇଛନ୍ତି। ୬ ଲକ୍ଷ…
Read More...