Browsing Category

State

ଓଡିଶା ଧନୀ ଆଉ ବିଜେଡି ବି ଧନୀ କିନ୍ତୁ ଓଡିଆ ପୁଅ ଦାଦନ,“ରୋଜଗାର ପାଇଁ ଯାଉଛନ୍ତି, ଶବ ହୋଇ ଫେରୁଛନ୍ତି”:ଲେଖାଶ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଖଣିଜ ଓ ପ୍ରାକୃତିକ ସଂପଦ ଭରପୁର ରାଜ୍ୟ ଓଡିଶା । ଓଡିଶା ଧନୀ, ବିଜେଡି ବି ଧନୀ, କିନ୍ତୁ ଓଡିଆ ପୁଅ ଦାଦନ ! ଓଡିଆ ପୁଅ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ ଜାପାନ ଯାଇ…
Read More...

ଏକ ବର୍ଷ ପୂରଣ କରିଛି କଟକ ମହାନଗର ନିଗମ କାଉନସିଲ, ଆଖିଦୃଶିଆ ଉର୍ନତି ହୋଇନଥିବା ଅଭିଯୋଗ ଆଣିଲେ ପରାଜିତ କଂଗ୍ରେସ…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): କଟକ ମହାନଗର ନିଗମ କାଉନସିଲ ଏକ ବର୍ଷ ପୂରଣ କରିଛି। କିନ୍ତୁ କଟକ ସହରରେ ଆଖିଦୃଶିଆ ଉନ୍ନତି ହୋଇ ପାରି ନ ଥିବା କହିଛନ୍ତି ପରାଜିତ ମେୟର ପ୍ରାର୍ଥୀ ତଥା କଂଗ୍ରେସ ନେତ୍ରୀ ଗିରିବାଳା ବେହେରା।…
Read More...

ଅଟୋ ଚାଳକଙ୍କ ପାଇଁ ନୂଆ ନିୟମ, ଅଧିକ ଭଡା ନେଇ ଗ୍ରହକଙ୍କୁ ଠକି ପାରିବେନି

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ରାଜଧାନୀରେ ଅଟୋ ଚାଳକଙ୍କ ପାଇଁ ଖୁବଶୀଘ୍ର ନୂଆ ପଲିସି ଆଣୁଛି ବିଏମସି । ଏଣିକି ଗ୍ରାହକଙ୍କୁ ମନଇଚ୍ଛା ଲୁଟି ପାରିବେନି ଅଟୋ ଚାଳକ । ମୂଲ୍ୟ ବଢାଇ ଆଦାୟ କରିପାରିବେନି ଭଡ଼ା । ପୋଲିସ ପ୍ରଶାସନ…
Read More...

କୃଷକ ଉତ୍ପାଦକ ସଂଗଠନ ଲାଗି କ୍ୟାବିନେଟ୍ ମଞ୍ଜୁର କଲା ୩୧୩.୬୧ କୋଟି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୃଷକ ଉତ୍ପାଦକ ସଂଗଠନ ଲାଗି କ୍ୟାବିନେଟ୍ ମଞ୍ଜୁର କଲା ୩୧୩.୬୧ କୋଟି । ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ କୃଷକ ଉତ୍ପାଦକ ସଂଗଠନ ଲାଗି ୫ ବର୍ଷ ପାଇଁ ୩୧୩.୬୧ କୋଟି ମଞ୍ଜୁର କରାଯାଇଛି ।…
Read More...

ଅଧିକାରୀଙ୍କୁ ଡକାୟତ ସହ ତୁଳନା କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ନେଇ ପୁଣି ଥରେ ଦେଖାଦେଇଛି ବିବାଦ । ଏଥର ସରକାରୀ ଅଧିକାରୀଙ୍କୁ ଡକାୟତ ସହ ତୁଳନା କରି ବିବାଦ ଘେରକୁ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ । ପୂର୍ବରୁ ସରକାରୀ…
Read More...

ଶ୍ରୀକ୍ଷେତ୍ରର ଅନନ୍ୟ ପରମ୍ପରା :ରାବଣ ଛାତିରେ ବାଜିଲା ଶ୍ରୀରାମଙ୍କ ସର

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଶ୍ରୀକ୍ଷେତ୍ର ସାହିଯାତରେ ରାମ-ରାବଣ ଯୁଧ୍ୟରେ ପ୍ରକମ୍ପିତ ହେଲା ଧରିତ୍ରୀ। ଶେଷରେ ରାମଙ୍କ ଶରରେ ରାବଣ ହତହେବା ସହ ରାଵଣକୁ ମିଳିଛି ସ୍ୱର୍ଗପ୍ରାପ୍ତିର ମାର୍ଗ ।ସାଙ୍ଗ,ଭାଙ୍ଗ,ପଙ୍ଗତ,…
Read More...

ଭାରତରେ ଦ୍ଵିତୀୟ ସ୍ଥାନରେ ବିଜୁ ଜନତା ଦଳ, ଜାଣନ୍ତୁ କେଉଁଥିରେ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ): ଓଡିଶାର ଆଞ୍ଚଳିକ ଦଳ ବିଜେଡି ଲୋକପ୍ରିୟତାର ଶୀର୍ଷରେ ରହିଛି । ତେବେ ବିଜେଡି ଦେଶର ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। ଏଡିଆର ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଶାସକ ଦଳକୁ ଘେରିଛନ୍ତି…
Read More...

କେବେ ପ୍ରକାଶ ପାଇବ +୨ ପରୀକ୍ଷା ଫଳ, ଜାଣନ୍ତୁ

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଯୁକ୍ତ ୨ ପରୀକ୍ଷା ଫଳ ମେ'ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ । ଏନେଇ  ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେହିପରି ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ…
Read More...

ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇଥିବା ପୋଲିସକୁ ଆକ୍ରମଣ, ମୁଣ୍ଡ ଫାଟିଲା ଚେତା ଶୂନ୍ଯ ହେଲେ କନେଷ୍ଟବଳ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାରିବାରିକ ଗଣ୍ତଗୋଳ ସମାଧାନ କରିବାକୁ ଯାଇ ପୁଲିସ୍‌ କୁ ର୍ନିଘାତ ପ୍ରହାର । ମୁଣ୍ଡ ଫାଟିଲା ଚେତା ଶୂନ୍ଯ ହେଲେ କନେଷ୍ଟବଳ ବାବୁ । କାଠ ଫାଳିଆ ରେ ମାରଣାନ୍ତକ ଆକ୍ରମଣ ଯୋଗୁଂ ଗୁରୁତର ଅବସ୍ଥାରେ…
Read More...

ପିଇବା ପାଣିର ସୁବିଧା ପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୱାଟର ଏଟିଏମ୍‌ ଖୋଲାଗଲା, ଏବେ କିନ୍ତୁ ସବୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ସ୍‌ୱଚ୍ଛ ପାଣି ଯୋଗାଇ ଦେବା ପାଇଁ ବିଏମ୍‌ସି ପକ୍ଷରୁ ୨୦୧୪ରେ ୱାଟର ଏଟିଏମ୍‌ ପରିକଳ୍ପନା କରାଯାଇଥିଲା। ଏକ ଘରୋଇ ସଂସ୍ଥା ପରିମଳ ସହ ୱାଟର ଏଟିଏମ୍‌ ଲଗାଇବା ପାଇଁ ବିଏମସି ସହିତ…
Read More...