Browsing Category
Uncategorized
ବେଲୁଚିସ୍ତାନର ମସଜିଦ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ, ୫୨ ମୃତ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବେଲୁଚିସ୍ତାନର ମସଜିଦ୍ ନିକଟରେ ଆତ୍ମଘାତୀ ବିସ୍ଫୋରଣ। ଏହି ବିସ୍ଫୋରଣରେ ୫୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣ ଆହତ ହୋଇଛନ୍ତି। ମୃତକଙ୍କ ଭିତରେ କିଛି ପୋଲିସ କର୍ମଚାରୀ ରହିଛନ୍ତି। ଏହି…
Read More...
Read More...
ଦୁଆରଶୁଣି ଘାଟିରେ ଟ୍ରକ-ବାଇକ ମୁହାଁମୁହିଁ ଧକ୍କା, ସ୍ୱାମୀ-ସ୍ତ୍ରୀ ମୃତ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୟୂରଭଞ୍ଜରେ ମର୍ମନ୍ତୁଦଃ ସଡ଼କ ଦୁର୍ଘଟଣା। ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଦ୍ୱାରଶୁଣି ଘାଟି ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଘାଟିରେ ଟ୍ରକ- ବାଇକ…
Read More...
Read More...
ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନରେ ଗୃହରେ ଧାରଣାରେ ବସିଲେ ଗୋପାଳପୁର ବିଧାୟକ । ପ୍ରଶ୍ନକାଳରେ ପ୍ରଶ୍ନ କରିବାର ସୁଯୋଗ ଦିଆନଯିବା ପ୍ରତିବାଦରେ ପୋଡିୟମ ତଳେ ଧାରଣାରେ ବସିଲେ ଗୋପାଳପୁର…
Read More...
Read More...
ମୋଦିଙ୍କୁ ପ୍ରଂଶସା କଲେ ନବୀନ, ୧୦ରୁ ଦେଲେ ୮ ନମ୍ବର
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ପ୍ରଶ୍ନ କରଯାଇଥିଲା ଯେ, ପ୍ରଧାନମନ୍ତ୍ରୀଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିଛି କଣ କହିବେ ।…
Read More...
Read More...
ଅବତରଣ ବେଳେ ରନୱେରୁ ଖସିଲା ଦୁଇ ଖଣ୍ଡ ହେଲା ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ଘରୋଇ ଚାର୍ଟାର୍ଡ ପ୍ଲେନ୍। ଅବତରଣ ବେଳେ ରନୱେରୁ ଖସିଲା ଦୁଇ ଖଣ୍ଡ ହୋଇଯାଇଛି ବିମାନ। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ…
Read More...
Read More...
ବର୍ଷାରେ ସାମାନ୍ୟ ବ୍ରେକ୍ ପରେ ଆସୁଛି ଆଉ ଏକ ଲଘୁଚାପ, ୧୩ରୁ ପୁଣି ବଢ଼ିବ ବର୍ଷାର ପରିମାଣ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଫଳରେ କିଛିଦିନ ବର୍ଷାର ଫତଓ୍ୱା ଜାରି ପରେ ସାମାନ୍ୟ ବ୍ରେକ୍ ଲାଗିଛି। ତେବେ ଆସନ୍ତା ୧୩ରୁ ପୁଣି ବଢ଼ିବ ବର୍ଷାର ପରିମାଣ। ଆସନ୍ତା ୧୨ ତାରିଖରୁ ବଙ୍ଗୋପସାଗରରେ ପୁଣି…
Read More...
Read More...
ବରଗଡ଼ରେ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ, ନିଶାର୍ଦ୍ଧ ପରେ ଗ୍ରାମ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ଲାଗିହେବ ନବାନ୍ନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବରଗଡ଼ରେ ନୂଆଁଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରାଯାଇଛି। ନିଶାର୍ଦ୍ଧ ପରେ ଗ୍ରାମ୍ୟ ଦେବୀ ମା’ ସମଲେଇଙ୍କ ପୀଠରେ ଲାଗିହେବ ନବାନ୍ନ। ଆସନ୍ତା ୨୦ ତାରିଖ ବୁଧବାର ଭାଦ୍ରବ ଶୁକ୍ଳ ପଞ୍ଚମୀ ଅମୃତ ବେଳାରେ…
Read More...
Read More...
ଗଜପତିରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା ୫-ଟି ସଚିବ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗଜପତିରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ କଲେ ସମୀକ୍ଷା ୫-ଟି ସଚିବ। ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ଜନସାଧାରଣଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେବା ଉପରେ…
Read More...
Read More...
ସୁସ୍ଥ ହୋଇ ଘରକୁ ଫେରିଲେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁସ୍ଥ ହୋଇ ଘରକୁ ଫେରିଲେ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରୁ ଚିକିତ୍ସିତ ହୋଇ ସେ ସୁସ୍ଥ ହୋଇଛନ୍ତି। ପ୍ରଣବ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଘରୋଇ ହସପିଟାଲରେ…
Read More...
Read More...
ନାଳରେ ପଡି ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ବୁଢ଼ାପରା ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଅଘଟଣ। ବିଦ୍ୟାଳୟ ନିକଟସ୍ଥ ନାଳପାଣିରେ ବୁଡି ଜଣେ ତୃତୀୟ ଶ୍ରେଣୀର ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣକ…
Read More...
Read More...