ଧର୍ମେନ୍ଦ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

0

ଓଡ଼ିଆ ନ୍ୟୁଜ୍: ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ମର୍ମାହତ। ଦଶନ୍ଧି ଧରି ଅଭିନୟ ଓ ଆକର୍ଷଣୀୟ ବ୍ୟକ୍ତିତ୍ୱ ଦର୍ଶକଙ୍କୁ ମୁଗ୍ଧ କରିଥିଲା। ଉତ୍ତରାଧିକାରୀ ଆଗାମୀ ପିଢ଼ିର କଳାକାର ଓ ସିନେପ୍ରେମୀଙ୍କୁ ପ୍ରେରଣା ଯୋଗାଇବ। ପରିବାର, ବନ୍ଧୁ ଓ ଅସଂଖ୍ୟ ଶୁଭେଚ୍ଛୁଙ୍କୁ ମୋର ଆନ୍ତରିକ ସମବେଦନା।

ସେପଟେ ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ।ଭାରତୀୟ ସିନେମାର ଏକ ଯୁଗର ଅନ୍ତଃ ଘଟିଛି। ଅସାଧାରଣ ଅଭିନେତା ଥିଲେ, ପ୍ରତ୍ୟେକ ଚରିତ୍ର ଆକର୍ଷଣ ଭରି ଦେଇଥିଲା। ତାଙ୍କର ବିବିଧ ଚରିତ୍ରଗୁଡ଼ିକ ଅପାର ଲୋକଙ୍କ ହୃଦୟ ସ୍ପର୍ଶ କରିଥିଲା।ନିଜର ସରଳତା, ନମ୍ରତା ପାଇଁ ମଧ୍ୟ ସମାନ ଭାବରେ ପ୍ରଶଂସିତ ଥିଲେ।

ରାଷ୍ଟ୍ରପତିଙ୍କ ଶୋକ

ବର୍ଷିୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକରେ ରାଷ୍ଟ୍ରପତିଙ୍କ ଶୋକ। ଧର୍ମେନ୍ଦ୍ରଙ୍କ ଦେହାନ୍ତ ଭାରତୀୟ ସିନେମା ପାଇଁ ଅପୂରଣୀୟ କ୍ଷତି।ଦଶନ୍ଧି ଦଶନ୍ଧିର ଲମ୍ବା କ୍ୟାରିୟରର ଅଭିନୟ ସ୍ମରଣୀୟ ହୋଇ ରହିବ।ସେ ଯେଉଁ ଉତ୍ତରାଧିକାରୀ ଛାଡ଼ି ଯାଇଛନ୍ତି ପର ପିଢ଼ି ପାଇଁ ପ୍ରେରଣା ଦେବ।

Leave A Reply

Your email address will not be published.