ଓଡ଼ିଆ ନ୍ୟୁଜ୍: ଚୌଦ୍ୱାର ଥାନାରେ ଅଟକ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ।SCB ମେଡିକାଲ୍ ସ୍ଥାନାନ୍ତର ପରେ ମୃତ ଘୋଷଣା କଲେ ଡାକ୍ତର। ଥାନା ଭିତରେ ମାଡ଼ ମରାଯାଇଥିବା ସ୍ତ୍ରୀ ଓ ଭାଇଙ୍କ ଅଭିଯୋଗ। ପୋଲିସ୍ର ମାଡ଼ ସହି ନପାରି ଭାଇ ଆତ୍ମହତ୍ୟା କରିଛି କହିଲେ ସାନ ଭାଇ।ପୋଲିସ ଗୋଟିଏ ଘର ଭିତରେ ପାଇପ୍ରେ ବାଡ଼େଇବା ଦେଖିଛି କହିଲେ।ଗାଡ଼ି ଚୋରି ମାମଲାରେ ଥାନାରେ ଅଟକ ରଖିଥିଲା ପୋଲିସ୍।
ତେବେ କେଉଁ ଅଭିଯୋଗରେ ପୋଲିସ୍ ତାଙ୍କୁ ଅଟକ ରଖିଥିଲା ତାହା ଜଣାପଡ଼ିନାହିଁ। ସେପଟେ ପୋଲିସର ଥାର୍ଡ ଡିଗ୍ରୀ ଯୋଗୁ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପତ୍ନୀ ଓ ଭାଇ ଅଭିଯୋଗ କରିଛନ୍ତି। ମୃତକଙ୍କ ଭାଇ କହିଛନ୍ତି ‘‘ରସାନନ୍ଦଙ୍କୁ ଥାନାରେ ମାଡ଼ ମରାଯାଇଥିଲା। ଫଳରେ ସେ ପାଇଖାନା ଯିବା ବାହାନାରେ ପାଇଖାନା ଭିତରେ ଆତ୍ମହତ୍ୟା କରିଛନ୍ତି। ପୋଲିସ୍ ଗାଡ଼ି ଚୋରି ମାମଲାରେ ଥାନାକୁ ଆଣିଥିଲା।’